ETV Bharat / city

ରାଜ୍ୟରେ ନୂଆ 174 ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ଅଞ୍ଚଳରୁ 28 - corona update

କାୟା ବିସ୍ତାର କରୁଛି କୋରୋନା । ରାଜ୍ୟରେ ପୁଣି 174 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସଂଖ୍ୟା 4512କୁ ବୃଦ୍ଧି ପାଇଛି ।

174 new cases in odisha
ରାଜ୍ୟରେ ନୂଆ 174 ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ଅଞ୍ଚଳରୁ 28
author img

By

Published : Jun 18, 2020, 11:18 AM IST

ଭୁବନେଶ୍ବର: କାୟା ବିସ୍ତାର କରୁଛି କୋରୋନା । ରାଜ୍ୟରେ ପୁଣି 174 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସଂଖ୍ୟା 4512କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 146 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 28 ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

174 new cases in odisha
ରାଜ୍ୟରେ ନୂଆ 174 ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ଅଞ୍ଚଳରୁ 28

18 ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେନ୍ଦୁଝରରୁ 5, ଯାଜପୁରରୁ 9, ନବରଙ୍ଗପୁରରୁ 7, ଖୋର୍ଦ୍ଧାରୁ 10, କୋରାପୁଟରୁ 6, ମାଲକାନଗିରିରୁ 1, ବାଲେଶ୍ବରରୁ 34, କଳାହାଣ୍ଡିରୁ 6, ନୂଆପଡାରୁ 1, କନ୍ଧମାଳରୁ 3, ଭଦ୍ରକରୁ 3, ଗଞ୍ଜାମରୁ 56, ବୌଦ୍ଧରୁ 2, ସୁନ୍ଦରଗଡରୁ 3, କେନ୍ଦ୍ରାପଡାରୁ 7, ବରଗଡରୁ 4 ଓ ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 3047କୁ ବୃଦ୍ଧି ପାଇଛି । 11 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 1451ଟି ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 212224 ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.