ETV Bharat / city

ରାଜ୍ୟରେ ନୂଆ 1203 ଆକ୍ରାନ୍ତ ଚିହ୍ନଟ, 30 ହଜାର ଟପିଲା ସଂକ୍ରମିତ ସଂଖ୍ୟା

author img

By

Published : Jul 30, 2020, 10:30 AM IST

ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମିତ ସଂଖ୍ୟା । ଗୋଟିଏ ଦିନରେ 1203 ଆକ୍ରାନ୍ତ ଚିହ୍ନଟ । 10 ମୃତ । ଅଧିକ ପଢନ୍ତୁ...

ରାଜ୍ୟରେ ନୂଆ 1203 ଆକ୍ରାନ୍ତ ଚିହ୍ନଟ, 30 ହଜାର ଟପିଲା ସଂକ୍ରମିତ ସଂଖ୍ୟା
ରାଜ୍ୟରେ ନୂଆ 1203 ଆକ୍ରାନ୍ତ ଚିହ୍ନଟ, 30 ହଜାର ଟପିଲା ସଂକ୍ରମିତ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ବଢୁଛି ସଂକ୍ରମଣ ସଂଖ୍ୟା। ଗୋଟିଏ ଦିନରେ 1203 ଆକ୍ରାନ୍ତ ଚିହ୍ନଟ । 10 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 758 କ୍ବାରେଣ୍ଟାଇନ ଓ 445 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30,378କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା 169ରେ ପହଞ୍ଚିଛି ।

28 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 15, ବାଲେଶ୍ବରରୁ 20, ଭଦ୍ରକରୁ 53, ବରଗଡରୁ 12, ବଲାଙ୍ଗୀରରୁ 6, ବୌଦ୍ଧରୁ 3, କଟକରୁ 97, ଦେବଗଡରୁ 8, ଢେଙ୍କାନାଳରୁ 3, ଗଜପତିରୁ 72, ଗଞ୍ଜାମରୁ 250, ଜଗତସିଂହପୁରରୁ 8, ଯାଜପୁରରୁ 46, କଳାହାଣ୍ଡିରୁ 4, କନ୍ଧମାଳ ଓ କେନ୍ଦ୍ରାପଡାରୁ 14, କେନ୍ଦୁଝରରୁ 11, ଖୋର୍ଦ୍ଧାରୁ 220, କୋରାପୁଟରୁ 66, ମାଲକାନଗିରିରୁ 65, ମୟୂରଭଞ୍ଜରୁ 16, ନବରଙ୍ଗପୁରରୁ 4, ନୟାଗଡରୁ 24, ପୁରୀରୁ 9, ରାୟଗଡାରୁ 45, ସମ୍ବଲପୁରରୁ 40, ସୋନପୁରରୁ 4 ଓ ସୁନ୍ଦରଗଡରୁ 74 ଜଣ ରହିଛନ୍ତି ।

ସେପଟେ 18938 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 11235ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.