ETV Bharat / city

ଷ୍ଟାଣ୍ଡିଂ କମିଟିର ସମସ୍ତ ବିଧାୟକଙ୍କ କୋରୋନା ରିପୋର୍ଟ ନେଗେଟିଭ

author img

By

Published : Jul 16, 2020, 2:01 PM IST

ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣର ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକ କୋରୋନା ପଜିଟିଭ ବୋଲି ଜଣାପଡିଥିଲା । ଏହି ମାମଲା ଜଣାପଡିବା ପରେ ଷ୍ଟାଣ୍ଡିଙ୍ଗ କମିଟିର ସମସ୍ତ ବିଧାୟକ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ବର୍ତ୍ତମାନ ସମସ୍ତ ବିଧାୟକଙ୍କ ରିପୋର୍ଟ ନେଗେଟିଭ ଆସିଛି ।

corona report of all the legislators of the Standing Committee is negative
ଷ୍ଟାଣ୍ଡି କମିଟିର ସମସ୍ତ ବିଧାୟକଙ୍କ କୋରୋନା ରିପୋର୍ଟ ନେଗେଟିଭ

ଭୁବନେଶ୍ବର: ନୀଳଗିରି ବିଧାୟକ ସୁସ୍ଥ ହେବା ପରେ ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି ଆଶ୍ବସ୍ତ । ଏଥିସହ ସମସ୍ତ ବିଧାୟକଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଷ୍ଟାଣ୍ଡିଂ କମିଟି ସଦସ୍ୟ ବିଧାୟକ ଦେବୀ ମିଶ୍ରଙ୍କ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଗତ 2 ତାରିଖରେ ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣର ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା । ଯେଉଁ ବୈଠକରେ ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକ ଯୋଗ ଦେଇଥିଲେ । ପରେ ଉଭୟ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ଏହି ମାମଲା ଜଣାପଡିବା ପରେ ଷ୍ଟାଣ୍ଡିଙ୍ଗ କମିଟିର ସମସ୍ତ ବିଧାୟକ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ଆଜି ସମସ୍ତ ବିଧାୟକଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.