ETV Bharat / city

ସୁସ୍ଥ ହେଲେ 581 ଆକ୍ରାନ୍ତ, 17 ହଜାର ପାର କଲା ସଂଖ୍ୟା - ଓଡିଶାରେ 581 ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ସୋମବାର 581 ଆକ୍ରାନ୍ତ ସୁସ୍ଥ ହେବା ସହ 17 ହଜାର ଛୁଇଁଲା ସୁସ୍ଥ ସଂଖ୍ୟା । ଯାହା ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ରାଜ୍ୟରେ 17 ହଜାର ପାର ହେଲା ଆରୋଗ୍ୟ ସଂଖ୍ୟା
ରାଜ୍ୟରେ 17 ହଜାର ପାର ହେଲା ଆରୋଗ୍ୟ ସଂଖ୍ୟା
author img

By

Published : Jul 27, 2020, 8:37 PM IST

ଭୁବନେଶ୍ବର: ରାଜ୍ୟରେ ସୋମବାର 581 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ 17 ହଜାର ସୁସ୍ଥ ସଂଖ୍ୟା ଛୁଇଁଛି ।

ସୋମବାର ରାଜ୍ୟର 29 ଟି ଜିଲ୍ଲାରେ 581 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ 160 ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ 77 ଜଣ ସୁସ୍ଥ, ଗଜପତିରେ 43, କଟକରେ 34, ମାଲକାନଗିରିରେ 32, ବରଗଡରେ 25, ଭଦ୍ରକରେ 23, କେନ୍ଦୁଝରରେ 19, ଅନୁଗୋଳ ଓ କେନ୍ଦ୍ରାପଡାରେ 17 ଜଣ ସୁସ୍ଥ ହୋଇଛନ୍ତି ।

ଜଗତସିଂହପୁର ଓ ସମ୍ବଲପୁରରେ 14 ଜଣ, ମୟୂରଭଞ୍ଜ, ରାୟଗଡା ଓ ସୁନ୍ଦରଗଡରେ 12 ଲେଖାଏଁ ସୁସ୍ଥ, ବାଲେଶ୍ୱରରେ 10, ଝାରସୁଗୁଡା ଓ କେନ୍ଦ୍ରାପଡା ପୁରୀରେ 9 ଲେଖାଁଏ ସୁସ୍ଥ, ଢେଙ୍କାନଳରେ 8, ଯାଜପୁରରେ 7, ବଲାଙ୍ଗିରିରେ 6, ବୌଦ୍ଧରେ 5, ଦେଓଗଡରେ 3, ନବରଙ୍ଗପୁରରେ 2 ଓ କୋରାପୁଟ ଓ ନୟାଗଡ ରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ 17373 ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.