ETV Bharat / city

‘ବିନା ଡାକ୍ତରୀ ପରାମର୍ଶରେ ମେଡିସିନ ଖାଆନ୍ତୁନି’

ହୋମ ଆଇସଲେସନରେ ରହିଥିବା ବେଳେ ଅନେକ ଲୋକ ଡ଼ାକ୍ତରଙ୍କ ବିନା ପରାମର୍ଶରେ ଅନେକ ଔଷଧ ଖାଇଉଛନ୍ତି । ଯାହା ବିପଦଜନକ ସାବ୍ଯସ୍ତ ହୋଇପାରେ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

‘ହୋମ ଆଇସଲେସନରେ ରହୁଥିବା ଆକ୍ରାନ୍ତ ବିନା ଡାକ୍ତରୀ ମରାମର୍ଶରେ ନଖାଆନ୍ତୁ ମେଡିସିନ’

author img

By

Published : Sep 24, 2020, 8:37 PM IST

ଭୁବନେଶ୍ବର: ହୋମ ଆଇସଲେସନରେ ରହିଥିବା ବେଳେ ଅନେକ ଲୋକ ଡ଼ାକ୍ତରଙ୍କ ବିନା ପରାମର୍ଶରେ ଅନେକ ଔଷଧ ଖାଉଛନ୍ତି । ହାଇଡ୍ରୋକ୍ସି କ୍ଲୋରୋକୁଇନ ବିଷୟରେ ହୋମ ଆଇସଲେସନ ବ୍ୟବହାରକୁ ନେଇ ଔଷଧ ଦିଆଯାଇନଥାଏ । ପରୀକ୍ଷା ନିରୀକ୍ଷଣ କରାଯାଇଥାଏ । ତେଣୁ ସମସ୍ତ ହୋମ ଆଇସଲେସନରେ ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଇନଥାଏ ବୋଲି କହିଛନ୍ତି ବିଶେଷଜ୍ଞ ଜୟନ୍ତ ପଣ୍ଡା ।

‘ହୋମ ଆଇସଲେସନରେ ରହୁଥିବା ଆକ୍ରାନ୍ତ ବିନା ଡାକ୍ତରୀ ମରାମର୍ଶରେ ନଖାଆନ୍ତୁ ମେଡିସିନ’

ମହାମାରୀ ସମୟରେ ଯଦି ଦୁର୍ଭାଗ୍ୟବଶତଃ କୋଭିଡ-19 ରେ ଆକ୍ରାନ୍ତ ହେଲେ ଘରେ ରହି ଚିକିତ୍ସା ହେବାର ସୁବିଧା ମିଳୁଛି । ଏହା ସବୁଠାରୁ ଭଲ ସୁଯୋଗ। ଏହି ରୋଗ ସାମାନ୍ୟ ଅଛି ତେବେ ଘରେ ରହିପାରିବେ । ଲକ୍ଷଣ ନାହିଁ ତେବେ ଘରେ ରହିପାରିବେ । ଯଦି ରୋଗୀଙ୍କ ଅବସ୍ଥା ବିଗୁଡୁଛି ତେବେ ସେମାନେ କୋଭିଡ ହସ୍ପିଟାଲକୁ ଯିବେ ।

ଅନେକ ଇନ୍ସୁଲିନ ବ୍ୟହାର କରୁଛନ୍ତି। ସେମାନଙ୍କୁ ଚିକିତ୍ସା ଦରକାର। ସେମାନେ ଘରେ ରହିପାରିବେ ମାନସିକ ଭାବରେ ଅଧିକ ଚାପ ପଡିବ ନାହିଁ । ଛୋଟ ଶିଶୁ କିଭଳି ସୁରକ୍ଷିତ ରହିବେ ସେନେଇ ପରିବାର ସଦସ୍ୟ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଗାଁ ଓ ସହରରେ ଅନେକ ଲୋକ ଔଷଧ କିଣି ଖାଉଛନ୍ତି । ବିନା ଡାକ୍ତରଙ୍କ ପରାମର୍ଶରେ । ଏହି ଔଷଧ ଖାଇବା ଫଳରେ ଅନେକ କ୍ଷତିକାରକ ହୋଇପାରେ । ମାସ୍କ ପିନ୍ଧିଲେ 50 ପ୍ରତିଶତ ସଂକ୍ରମଣ କମିବ ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ ବୋଲି କହିଛନ୍ତି ଜୟନ୍ତ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.