ETV Bharat / city

କମୁଛି କୋରୋନା ସଂକ୍ରମଣ, ଦିନକରେ 192 ଚିହ୍ନଟ

ରାଜ୍ୟରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଟି ଜିଲ୍ଲାରେ 192 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ 3 ଲକ୍ଷ 30 ହଜାର 309 ଜଣ ସଂକ୍ରମିତ ହୋଇଛନ୍ତି। ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ
କୋରୋନା ସଂକ୍ରମଣ
author img

By

Published : Jan 3, 2021, 11:34 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଟି ଜିଲ୍ଲାରେ 192 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ 3 ଲକ୍ଷ 30 ହଜାର 309 ଜଣ ସଂକ୍ରମିତ ହୋଇଛନ୍ତି। ତେବେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 109 ଚିହ୍ନଟ ହୋଇଥିବା ବେଳେ 83 ଜଣ ସ୍ଥାନୀୟ ସଂକ୍ରମିତ ।

ଅନୁଗୁଳରୁ 24, ବାଲେଶ୍ବରରୁ 3, ବରଗଡରୁ 8, ବଲାଙ୍ଗିରିରୁ 17, କଟକରୁ 10, ଗଞ୍ଜାମରେ ଜଣେ, ଜଗତସିଂହପୁରରୁ 2, ଯାଜପୁରରୁ 9, ଝରସୁଗୁଡ଼ାରୁ 13, କେନ୍ଦ୍ରାପଡାରୁ 9, ଖୋର୍ଦ୍ଧାରୁ 10, ମୟୁରଭଞ୍ଜରୁ 9, ନୂଆପଡାରୁ 4, ନୟାଗଡରୁ ଜଣେ ଚିହ୍ନଟ ହୋଇଛନ୍ତି ।

ସେହିପରି ସମ୍ବଲପୁରରୁ 16, ସୋନପୁର ଜଣେ, ସୁନ୍ଦରଗଡରୁ 33 ଓ ଷ୍ଟେଟ ପୋଲରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 30 ହାଜର 309 । ଅନ୍ୟପକ୍ଷେ ସୁସ୍ଥ ହେଇଛନ୍ତି 3 ଲକ୍ଷ 25 ହଜାର 965 ଜଣ ଓ ସକ୍ରିୟ 2 ହଜାର 408 ତେବେ ରାଜ୍ୟରେ ମୋଟ କୋରୋନା ପରୀକ୍ଷଣ 7012893 ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.