ETV Bharat / city

କମୁଛି ସଂକ୍ରମଣ, ରାଜ୍ୟରେ ଦିନକରେ 757 ଆକ୍ରାନ୍ତ ଚିହ୍ନଟ - କୋରୋନା ଅପଡେଟ୍

ରାଜ୍ୟରେ କମୁଛି କୋରୋନା । ଆଜି ଦିନକରେ 757 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କମୁଛି ସଂକ୍ରମଣ, ରାଜ୍ୟରେ ଦିନକରେ 757 ଆକ୍ରାନ୍ତ ଚିହ୍ନଟ

author img

By

Published : Nov 20, 2020, 12:06 PM IST

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଉଛି କୋରୋନା ଚେନ୍ । ଭାଇରସର ପ୍ରକୋପ କମୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଶୁକ୍ରବର 30 ଟି ଜିଲ୍ଲାରେ 757 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏପଟେ ରାଜ୍ୟରେ 3 ଲକ୍ଷ ଛୁଇଁଛି ସଂକ୍ରମଣ। ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 436 ଚିହ୍ନଟ ହୋଇଥିବା ବେଳେ 321 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ସେହିପରି ଅନୁଗୋଳରେ 75, ବାଲେଶ୍ୱରରେ 34, ବରଗଡରେ 12, ଭଦ୍ରକ ରେ 19, ବଲାଙ୍ଗୀରରେ 35, କଟକରେ 67, ଢେଙ୍କାନାଳରେ 9, ଗଞ୍ଜାମରେ 13, ଗଜପତିରେ 1, ଦେଓଗଡରେ 1, ଜଗତସିଂହପୁର ରେ 42, ଯାଜପୁରରେ 27, ଝାରସୁଗୁଡ଼ାରୁ 25, କଳାହାଣ୍ଡି ରେ 37, କନ୍ଧମାଳ ରେ 4, କେନ୍ଦ୍ରାପଡାରୁ 29 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦୁଝର ରେ 26, କୋରାପୁଟ ରେ 8, ମାଲକାନଗିରିର ରେ 8 , ମୟୁରଭଞ୍ଜ ରେ 43, ନବରଙ୍ଗପୁର ରେ 10, ନୟାଗଡ ରେ 6 , ନୂଆପଡାରେ 41, ପୁରୀ ରେ 9 ରାୟଗଡା ରେ 4, ସମ୍ବଲପୁର ରେ 35, ସୋନପୁର ରେ 1, ସୁନ୍ଦରଗଡ ରେ 52, ଷ୍ଟେଟ ପୋଲ 14।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 12 ହାଜର 545, ସୁସ୍ଥ ହୋଇଛନ୍ତି 3 ଲକ୍ଷ 2 ହଜାର 7956 ଜଣ ଓ ସକ୍ରିୟ 8 ହଜାର 88। ତେବେ ରାଜ୍ୟରେ ମୋଟ ଟେଷ୍ଟ 5471180 ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.