ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଆଜି ଦିନକରେ 594 ଆକ୍ରାନ୍ତ ଚିହ୍ନଟ

author img

By

Published : Nov 27, 2020, 12:31 PM IST

ରାଜ୍ୟରେ ଧିରେଧିରେ ସଂକ୍ରମଣ କମୁଛି । ଆଜି ଦିନକରେ 594 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 343ଟି କ୍ବାରେଣ୍ଟାଇନ କେସ ରହିଥିବାବେଳେ 251ଟି ସ୍ଥାନୀୟ ସଂକ୍ରମଣ ରହିଛି ।

ରାଜ୍ୟରେ କମୁଛି ସଂକ୍ରମଣ, ଆଜି ଦିନକରେ 594 ଆକ୍ରାନ୍ତ ଚିନ୍ହଟ

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ । ଆଜି ଦିନକରେ 594 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 343ଟି କ୍ବାରେଣ୍ଟାଇନ କେସ ରହିଥିବାବେଳେ 251ଟି ସ୍ଥାନୀୟ ସଂକ୍ରମଣ ରହିଛି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 17 ହାଜର 239ରେ ପହଞ୍ଚିଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନାନୁସାରେ, ଗତ 24ଘଣ୍ଟାରେ ସର୍ବାଧିକ ସଂକ୍ରମଣ ମାମଲା ଖୋର୍ଦ୍ଧାରୁ ଆସିଛି । ଖୋର୍ଦ୍ଧାରେ 56ଟି ମାମଲା ରହିଥିବାବେଳେ ଅନୁଗୋଳରେ 37, ବାଲେଶ୍ବରରେ 34, ବରଗଡରେ 14, ଭଦ୍ରକରେ 11, ବଲାଙ୍ଗୀରରେ 42, ବୌଦ୍ଧରେ 3, କଟକରେ 55, ଢେଙ୍କାନାଳରେ 2, ଗଂଜାମ ରେ 8, ଦେଓଗଡରେ 3, ଜଗତସିଂହପୁରରେ 24, ଯାଜପୁରରେ 10, ଝରସୁଗୁଡ଼ାରେ 27, କଳାହାଣ୍ଡିରେ 20, କନ୍ଧମାଳରେ 7 , କେନ୍ଦ୍ରାପଡାରେ 16, କେନ୍ଦୁଝରରେ 19, ମାଲକାନଗିରିରରେ 6 , ମୟୂରଭଞ୍ଜରେ 42, ନବରଙ୍ଗପୁର ରେ 1, ନୟାଗଡରେ 4 , ନୂଆପଡାରେ 25, ପୁରୀରେ 37, ରାୟଗଡାରେ 5, ସମ୍ବଲପୁରରେ 17, ସୋନପୁରରେ 3, ସୁନ୍ଦରଗଡରେ 55, ଷ୍ଟେଟ ପୋଲ 10ଟି କୋରୋନା କେସ୍‌ ରହିଛି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 17 ହାଜର 239 ରହିଥିବାବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 8 ହଜାର 839 ଜଣ ଓ 6 ହଜାର 629ଟି ଆକ୍ଟିଭ କେସ୍‌ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବମୋଟ 5777570ଟି ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.