ETV Bharat / city

ଦ୍ୱିତୀୟ ଷ୍ଟ୍ରେନରେ ବଢୁଛି ସଂକ୍ରମଣ, ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ - ଓଡିଶା କୋରୋନା

ଭାଇରସର ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ । ଦ୍ରୁତ ଗତିରେ ସଂକ୍ରମଣ କରୁଛି ଏହି ଦ୍ୱିତୀୟ ଷ୍ଟ୍ରେନ । ଯେଉଁ ଭଳି ଭାବେ ବର୍ତ୍ତମାନ ସଂଖ୍ୟା ବଢ଼ୁଛି ତାହା ଚିନ୍ତା ଜନକ । ଅଧିକ ପଢନ୍ତୁ...

ଦ୍ୱିତୀୟ ଷ୍ଟ୍ରେନରେ ବଢୁଛି ସଂକ୍ରମଣ, ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ

author img

By

Published : Apr 8, 2021, 3:59 PM IST

ଭୁବନେଶ୍ବର: ଭାଇରସର ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ । ଦ୍ରୁତ ଗତିରେ ସଂକ୍ରମଣ କରୁଛି ଏହି ଦ୍ୱିତୀୟ ଷ୍ଟ୍ରେନ । ଯେଉଁଭଳି ଭାବେ ବର୍ତ୍ତମାନ ସଂଖ୍ୟା ବଢ଼ୁଛି ତାହା ଚିନ୍ତା ଜନକ । କୋରୋନା ଭାଇରସର ଏହି ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ ସହ ଚିନ୍ତାଜନକ ଅଟେ । ଆଗକୁ କଣ ହେବ କିଛି କହି ହେବନି । କେବେ କମିବ ତାହା ଅନୁମାନ କରିହେଉନି । ଭାଇରସର ଏହି ନୂଆ ଷ୍ଟ୍ରେନ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛୁ ବୋଲି ସୂଚନା ଦେଇଛନ୍ତି ଆଇ ଏଲ ଏସ ନିର୍ଦେଶକ ଅଜୟ ପରିଡା ।

ଦ୍ୱିତୀୟ ଷ୍ଟ୍ରେନରେ ବଢୁଛି ସଂକ୍ରମଣ, ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ

ତେବେ ଏହି ନୂଆ ଷ୍ଟ୍ରେନକୁ ଲକ୍ଷ୍ୟରେ ରଖି ଲୋକେ ସଚେତନ ହେବା ନିହାତି ଦରକାର । ଯଦି ନମାନନ୍ତି ପରିସ୍ଥିତି ବହୁତ ଭୟଙ୍କର ହେବ । ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଆଗକୁ ବି କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ସୀମାବର୍ତ୍ତି ଅଞ୍ଚଳରେ ସଂଖ୍ୟା ବଢ଼ୁଥିବାରୁ ସେଠି ନାଇଟ କର୍ଫ୍ୟୁ କରାଯାଇଛି । କିଛି ସହରାଞ୍ଚଳରେ ବି ସଂଖ୍ୟା ବଢୁଛି । ବିଶେଷ କରି ଭୁବନେଶ୍ୱରରେ ସଂଖ୍ୟା ବଢିବାର କାରଣ ହେଉଛି ଏଠିକୁ ଅଧିକ ବାହାର ଲୋକ ଆସୁଛନ୍ତି ଓ ଚଳପ୍ରଚଳ ଅଧିକ ରହୁଛି ବୋଲି ଆଇଏଲଏସ ନିର୍ଦେଶକ ଅଜୟ ପରିଡା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.