ରାଜ୍ୟରେ ଗୋଟେ ଦିନରେ 14 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 4 ଜିଲ୍ଲାରୁ ସୁସ୍ଥ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରରୁ 3, କେନ୍ଦ୍ରାପଡାରୁ ଜଣେ, ବାଲେଶ୍ବରରୁ 3 ଓ ଭଦ୍ରକରୁ 7 ଜଣ ରହିଛନ୍ତି । ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 55ରେ ପହଞ୍ଚିଛି ।
ରାଜ୍ୟରେ ଗୋଟେ ଦିନରେ 14 ଆକ୍ରାନ୍ତ ସୁସ୍ଥ - ସୁସ୍ଥ ହେଲେଣି 41
16:17 May 01
ରାଜ୍ୟରେ ଗୋଟେ ଦିନରେ 14 ଆକ୍ରାନ୍ତ ସୁସ୍ଥ
14:14 May 01
ଯାଜପୁରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ସଂଖ୍ୟା 39ରୁ ବୃଦ୍ଧି
ଯାଜପୁରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ । ଫଳରେ ସଂଖ୍ୟା 148ରୁ ବୃଦ୍ଧି । ସେପଟେ ଯାଜପୁରରେ ସଂଖ୍ୟା 39କୁ ବୃଦ୍ଧି । ତେବେ ଏହି ଆକ୍ରାନ୍ତ ଜଣଙ୍କ 30 ବର୍ଷର ହୋଇଥିବାବେଳେ ସେ କୋଲକାତାରୁ ଫେରିଥିବା ସୂଚନା ମିଳିଛି ।
13:27 May 01
ରାଜ୍ୟରେ ଆଉ 4 ପଜେଟିଭ୍ ଚିହ୍ନଟ, ସଂଖ୍ୟା 147କୁ ବୃଦ୍ଧି
ଆଜି ରାଜ୍ୟରେ ଆଉ 4 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 147କୁ ବୃଦ୍ଧି ପାଇଛି । 4 ଜଣଙ୍କ ମଧ୍ୟରୁ ବଲାଙ୍ଗୀରରେ 2 ଓ ଯାଜପୁରରେ 2 ଜଣ ହୋଇଥିବା ସୂଚନା ।
08:55 May 01
143 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି 41
ବାଲେଶ୍ବରରେ ଆଉ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ 143କୁ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ମିଶାଇ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 20କୁ ବୃଦ୍ଧି ପାଇଛି । ସେପଟେ ଆଉ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ସୁସ୍ଥଙ୍କ ସଂଖ୍ୟା 41କୁ ବୃଦ୍ଧି ପାଇଛି । ତେବେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ 101 ସକ୍ରୀୟ ମାମଲା ରହିଛି ।