ETV Bharat / city

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ, ପୁଣି 319 ଆକ୍ରାନ୍ତ ଚିହ୍ନଟ - corona infected update

ରାଜଧାନୀରେ ଆଜି(ସୋମବାର) 319 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 315 ଜଣ ଆରୋଗ୍ୟ ହୋଇଛନ୍ତି।

corona infected update
ସ୍ଥାନୀୟ ସଂକ୍ରମଣ
author img

By

Published : Oct 5, 2020, 5:58 PM IST

ଭୁବନେଶ୍ବର : ରାଜଧାନୀରେ ଆଜି(ସୋମବାର) 319 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 315 ଜଣ ଆରୋଗ୍ୟ ହୋଇଛନ୍ତି। ଅନ୍ୟପଟେ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବଢିବାରେ ଲାଗିଛି।

ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 92 ଚିହ୍ନଟ କରାଯାଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 227 । ତେବେ ହୋମ କ୍ଵରେଣ୍ଟାଇନ୍ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 104ରେ ପହଞ୍ଚିଛି ।

ତେବେ ହୋମ୍ କ୍ଵରେଣ୍ଟାଇନରେ 92 ଜଣଙ୍କ ମଧ୍ୟରୁ 8 ଜଣ ୟୁନିଟ-6 ଅଞ୍ଚଳରୁ ଚିହ୍ନଟ ହୋଇଥିବା 4 ଜଣ ୟୁନିଟ-9, 3 ଜଣ ମଞ୍ଚେଶ୍ବର, 8 ଜଣ ବିଜେବି ନଗର, 4 ଜଣ ଶୈଳେଶ୍ରୀ ବିହାର, 5 ଜଣ ସହିଦନଗର, 6 ଜଣ ରସୁଲଗଡ, 4 ଜଣ ନୟାପଲି, 4 ଜଣ ପଟିଆ, 4 ଜଣ ଆଇଆରସି ଭିଲେଜ, 4 ଜଣ ବରମୁଣ୍ଡା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବଢୁଥିବା ବେଳେ ସୋମବାର ପୁଣି 227 ଜଣ ଚିହ୍ନଟ ହୋଇଛନ୍ତି। 16 ଜଣ ରସୁଲଗାଡ଼, 10 ଜଣ ଚନ୍ଦ୍ରଶେଖରପୁର, 7 ଜଣ ବରଗଡ, 8 ଜଣ ଡୁମ ଡୁମା, 10 ଜଣ ୟୁନିଟ-6, 4 ଜଣ ସୌଭାଗ୍ୟ ନଗର, 13 ଜଣ ପଟିଆ, 5 ଜଣ ନୟାପଲି, 5 ଜଣ ଖଣ୍ଡଗିରି, 8 ଜଣ ବରମୁଣ୍ଡା, 8 ଜଣ ଓଲଡ଼ଟାଉନ, 8 ଜମା ମଞ୍ଚେଶ୍ବର, 6 ଜଣ ପାତ୍ରପଡା, 5 ଜଣ ସହିଦନଗର, 5 ଜଣ ୟୁନିଟ-9 ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 23549 ଥିବା ବେଳେ ସୁସ୍ଥ ହୋଇଛନ୍ତି 19888 ଜଣ । ଏହାସହ ସକ୍ରିୟ ମାମଲା 3537 ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.