ETV Bharat / city

ରାଜ୍ୟରେ କୋରୋନା ଆତଙ୍କ: ଡିଇଓଙ୍କୁ ଚିଠି, ସ୍କୁଲରେ ଜାରି ହେବ ଆଡଭାଇଜରି

କୋରୋନା ଆତଙ୍କରେ କବଳିତ ସାରା ବିଶ୍ବ । ଦିନକୁ ଦିନ ଏହାର ଭୟାବହତା ବଢିବାରେ ଲାଗିଥିବା ବେଳେ ଏନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ନିକଟରେ ରାଜ୍ୟର ସମସ୍ତ ସ୍କୁଲମାନଙ୍କରେ କୋରୋନା ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଆଡଭାଇଜରି ଜାରି କରିଛି ।

Corona fear in odisha, bhubaneswar latest news, chrona awareness programme in odisha, ରାଜ୍ୟରେ କୋରୋନା ଆତଙ୍କ, ଭୁବନେଶ୍ବରର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ କୋରୋନା ସଚେତନତା କାର୍ଯ୍ୟକ୍ରମ
ରାଜ୍ୟରେ କୋରୋନା ଆତଙ୍କ; ବିଭିନ୍ନ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ
author img

By

Published : Mar 5, 2020, 5:47 PM IST

ଭୁବନେଶ୍ବର: କୋରୋନା ଆତଙ୍କରେ କବଳିତ ସାରା ବିଶ୍ବ । ଦିନକୁ ଦିନ ଏହାର ଭୟାବହତା ବଢିବାରେ ଲାଗିଥିବା ବେଳେ ଏନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ନିକଟରେ ରାଜ୍ୟର ସମସ୍ତ ସ୍କୁଲମାନଙ୍କରେ କୋରୋନା ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଆଡଭାଇଜରି ଜାରି କରିଛି । ଏହି ଆଧାରରେ ରାଜ୍ୟ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପ୍ରାଥମିକ ଶିକ୍ଷା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖାଯାଇଛି ।

Corona fear in odisha, bhubaneswar latest news, chrona awareness programme in odisha, ରାଜ୍ୟରେ କୋରୋନା ଆତଙ୍କ, ଭୁବନେଶ୍ବରର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ କୋରୋନା ସଚେତନତା କାର୍ଯ୍ୟକ୍ରମ
ରାଜ୍ୟରେ କୋରୋନା ଆତଙ୍କ; ବିଭିନ୍ନ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ

ସ୍କୁଲମାନଙ୍କରେ ଏକାଠି ନହେବା, କାଶ ବା ଛିଙ୍କ ସମୟରେ ରୁମାଲ ବା ଟିସୁ ପେପର ବ୍ୟବହାର କରିବା ଆଦି ଉପରେ ମୁଖ୍ୟତଃ ଗୁରୁତ୍ବ ଦିଆଯିବ । ଏନେଇ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଆଡଭାଇଜରି ଜାରି କରାଯିବ । ଏଥିସହ ଲିଫ୍ଲେଟ ମଧ୍ୟ ବଣ୍ଟାଯିବ । ଏ ବାବଦରେ ସମସ୍ତ ଖର୍ଚ୍ଚ ଶିକ୍ଷା ପାଣ୍ଠିରୁ ହେବା ନେଇ ସୂଚନା ରହିଛି । ସେପଟେ ସ୍କୁଲରେ ପ୍ରାର୍ଥନା ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିବେ ଶକ୍ଷିକ ।

ଭୁବନଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.