ETV Bharat / city

ସତ୍ୟନଗର ଶ୍ମଶାନରେ ପଶିଲା କୋରୋନା

author img

By

Published : May 17, 2021, 2:21 PM IST

ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ 6ଜଣ ବିଏମସି କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ସତ୍ୟନଗର ଶ୍ମଶାନକୁ ପଶିଲା କୋରନା
ସତ୍ୟନଗର ଶ୍ମଶାନକୁ ପଶିଲା କୋରନା

ଭୁବନେଶ୍ବର: ଶ୍ମଶାନକୁ ପଶିଲା କୋରନା । ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ 6 ଣ ବିଏମସି କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାକି 4ଜଣ ସଙ୍ଘରୋଧରେ ଥିବା ସୂଚନା ମିଳିଛି ।

ସମ୍ପୃକ୍ତ କର୍ମଚାରୀଙ୍କ ସ୍ଥାନରେ ନୂତନ କର୍ମଚାରୀ ନିୟୋଜିତ ହେଇଛନ୍ତି । ଶ୍ମଶାନ କାର୍ଯ୍ୟରେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ବିଏମସି ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.