ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ: ଦିନକରେ ଗଡିଲା 16 ମୁଣ୍ଡ - କୋଭିଡ୍ 19

ରାଜ୍ୟରେ ପୁଣି ଗଡ଼ିଲା 16 ମୁଣ୍ଡ। ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1426। ଅଧିକ ଖବର ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ: ଆଜି ପୁଣି ଗଡିଲା 16 ମୁଣ୍ଡ

author img

By

Published : Nov 9, 2020, 12:04 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1426 । ତେବେ ଆଜି ରାଜ୍ୟରେ 16 ଜଣଙ୍କର ମୁଣ୍ଡ ନେଇଛି କୋରୋନା । ବାଲେଶ୍ୱରରେ 55 ବର୍ଷର ମହିଳାଙ୍କର ମୃତ୍ୟୁ ଘଟୁଥିବା ବେଳେ ବରଗଡରେ 57 ବର୍ଷର ପୁରୁଷ, ଭୁବନେଶ୍ୱରରେ 53 ଓ 62 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ବୌଦ୍ଧରେ 64 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।

ସେହିପରି ଭାବରେ କଟକରେ 75 ବର୍ଷର ପୁରୁଷ ଯାଜପୁରରେ 46 ବର୍ଷର ପୁରୁଷ, କେନ୍ଦୁଝର ରେ 55, 38 ଓ 38 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧାରେ 65 ବର୍ଷର ପୁରୁଷ ମୟୂରଭଞ୍ଜରେ ମୃତ୍ୟୁ ଘଟିଥିବା ବେଳେ ନୟାଗଡ ରେ 51 ବର୍ଷର ସମ୍ବଲପୁରରେ 70 ବର୍ଷ ଓ 90 ବର୍ଷର ପୁରୁଷ, ରାଉରକେଲାରେ 45 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.