ETV Bharat / city

ଦକ୍ଷିଣ ପୂର୍ବ ଜୋନରେ ବିଏମସି ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ - କୋରୋନା

ଦକ୍ଷିଣ ପୂର୍ବ ଜୋନରେ ବିଏମସି ପକ୍ଷରୁ କୋରୋନାକୁ ନେଇ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବିଏମସି ପକ୍ଷରୁ କୋରୋନା ସଚେତନତା
ବିଏମସି ପକ୍ଷରୁ କୋରୋନା ସଚେତନତା
author img

By

Published : Apr 20, 2021, 10:48 AM IST

ଭୁବନେଶ୍ବର: ଦିନକୁ ଦିନ ଭୟାନକ ହେଉଛି କୋରୋନା । କୋରୋନାକୁ ହରାଇ ବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ରହିବା ଦରକାର । ଏ ନେଇ ବିଏମସି ଦକ୍ଷିଣ ପୂର୍ବ ଜୋନରେ କୋରୋନାକୁ ନେଇ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।

ବିଏମସି ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ

ବିଏମସି ଦକ୍ଷିଣ ପୂର୍ବ ଜୋନରେ କୋରୋନାକୁ ନେଇ ସଚେତନତା ଅଭିଯାନ ଆଉଟରିଚ୍ କାର୍ଯ୍ୟକ୍ରମ ୟୁନିଟ୍ 9 ବାଳିକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଆଡିସିନାଲ ବିଏମସି କମିଶନର୍ ଏହି ଉତ୍ସବରେ ଯୋଗ ଦେଇଛନ୍ତି । ପ୍ରତି ୱାର୍ଡରେ ଲୋକମାନଙ୍କୁ ସଚେତନ କରାଯାଉଛି । ଏହା ସହିତ ସମସ୍ତଙ୍କୁ ଭ୍ୟାକ୍ସିନ ନେବାକୁ ଆହ୍ବାନ ଦିଆଯାଇଛି ।

କୋରୋନାକୁ ନେଇ ଲୋକମାନଙ୍କ ଭିତରେ ସଚେତନତା ଆଣିବା ଏହି ସଭାର ମୁଖ୍ୟ ଲକ୍ଷ୍ୟ । କୋରୋନାକୁ କିପରି ହରାଇବାକୁ ହେବ ସେ ନେଇ ୟୁନିଟ୍ 9ର ସବୁ କମିଟିର ଲୋକମାନଙ୍କ ଉପସ୍ଥିତରେ ଆଲୋଚନା କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.