ETV Bharat / city

କେନ୍ଦ୍ର ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ - merger of cooperative bank

କେନ୍ଦ୍ର ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ହେବ। ଏନେଇ ଏକ ପ୍ରସ୍ତାବ ଦେଇଛନ୍ତି ସମବାୟ ରେଜିଷ୍ଟ୍ରାର । ଅଧିକ ପଢନ୍ତୁ...

କେନ୍ଦ୍ରର ସମବାୟ ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ
author img

By

Published : Oct 16, 2019, 10:41 PM IST

ଭୁବନେଶ୍ବର: ମିଶିପାରନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟରେ ଥିବା ସମବାୟ ବ୍ୟାଙ୍କ । ଉଭୟ ବ୍ୟାଙ୍କକୁ ମିଶ୍ରଣ ପାଇଁ ସମବାୟ ରେଜିଷ୍ଟ୍ରାର ଦେଇଛି ପ୍ରସ୍ତାବ । ଏନେଇ ସମବାୟ ସଚିବଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି ।

cooperative bank
କେନ୍ଦ୍ରର ସମବାୟ ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ

ତେବେ ଏ ଦୁଇଟି ଭିନ୍ନଭିନ୍ନ ସଂସ୍ଥା ହେଉଥିବାରୁ ଋଣ ପ୍ରଦାନ ସମୟରେ ସଠିକ ଭାବରେ ମୂଲ୍ୟାୟନ କରିବାରେ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପ୍ରସ୍ତାବ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କେନ୍ଦ୍ର ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ହେବ। ଏନେଇ ଏକ ପ୍ରସ୍ତାବ ଦେଇଛନ୍ତି ସମବାୟ ରେଜିଷ୍ଟ୍ରାର। ସମବାୟ ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି। ଦୁଇଟି ଭିନ୍ନ ଭିନ୍ନ ସଂସ୍ଥା ହେଉଥିବାରୁ ଋଣ ପ୍ରଦାନ ସମୟରେ ସଠିକ ଭାବରେ ମୂଲ୍ୟାୟନ କରିବାରେ ସମସ୍ୟା ହେଉଥିବାରୁ ଏଭଳି ପ୍ରସ୍ତାବ ଦିଆଯାଇଛି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.