ETV Bharat / city

ସମବାୟ ନିର୍ବାଚନ ସମ୍ପୂର୍ଣ୍ଣ ନିରପେକ୍ଷ ହେଉ: ବିଜେପି - Odisha Cooperative elections2022

ସମବାୟ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ । ପ୍ରେସମିଟ କରି ଦଳ କହିଛି 3 ବର୍ଷ ତଳେ ସମବାୟ ନିର୍ବାଚନ ଅବଧି ସରିଥିଲେ ମଧ୍ୟ ସରକାର ସମୟ ଗଡାଇ ଚାଲିଥିଲେ । ଅଧିକ ପଢନ୍ତୁ

ବିଜେପି
ବିଜେପି
author img

By

Published : Jun 9, 2022, 10:13 PM IST

ଭୁବନେଶ୍ବର: ସମବାୟ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ । ପ୍ରେସମିଟ କରି ଦଳ କହିଛି 3 ବର୍ଷ ତଳେ ସମବାୟ ନିର୍ବାଚନ ଅବଧି ସରିଥିଲେ ମଧ୍ୟ ସରକାର ସମୟ ଗଡାଇ ଚାଲିଥିଲେ । ଏବେ ସମବାୟ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ଦଳୀୟ ଭିତ୍ତିରେ କରୁଛନ୍ତି ରାଜ୍ୟ ସରକାର । ସମବାୟ ନିର୍ବାଚନ ସମ୍ପୂର୍ଣ୍ଣ ଅବାଧ ଏବଂ ନିରପେକ୍ଷ ହେବା ଉଚିତ । କିନ୍ତୁ ନିର୍ବାଚନ କାର୍ଯ୍ୟ ପାଇଁ ସମବାୟ କର୍ମଚାରୀଙ୍କୁ ଦାୟୀତ୍ୱ ଦେଇନାହାନ୍ତି ସରକାର । ବ୍ଲକରେ ଥିବା ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇ ଭୁଲ କରିଛନ୍ତି ସରକାର ।

ସମବାୟ ନିର୍ବାଚନ ସମ୍ପୂର୍ଣ୍ଣ ନିରପେକ୍ଷ ହେଉ: ବିଜେପି

ଗତ 3 ବର୍ଷ ଧରି ସମବାୟ ସଂସ୍ଥା ସମ୍ପୁର୍ଣ୍ଣ ଅଚଳ ଅଛି ରହିଛି । ଭୋଟର ଲିଷ୍ଟ ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି । ସୋସାଇଟିରେ ଯୋଗ୍ୟ ଭୋଟରଙ୍କର ଅଂଶ ଧନ ଥିଲେ ମଧ୍ୟ ଲିଷ୍ଟରେ ନାଁ ନାହିଁ ବୋଲି ଅଭିଯୋଗ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.