ETV Bharat / city

କୋଲଡ୍ରିଙ୍କସ ଦାମକୁ ନେଇ ଯୁକ୍ତିତର୍କ, ଷ୍ଟେଟ ମ୍ୟୁଜିୟମ ସାମ୍ନାରେ ଛୁରାମାଡ - bhubaneswar crime news

ଯୁବକଙ୍କ ସହ କୋଲଡ୍ରିଙ୍କସ ଦୋକାନୀଙ୍କ କଳି । ଛୁରା ମାଡରେ ଜଣେ ମେଡିକାଲର ଭର୍ତ୍ତି । ଛୁରାମାଡର କୌଣସି କାରଣ ଜଣାପଡି ନଥିବାବେଳେ କଳ୍ପନା ଛକରେ ଭୟର ଆତଙ୍କ ଖେଳିଯାଇଛି। ଅଧିକ ପଢନ୍ତୁ...

cool drinks seller stabbing a man in kalpana square of bhubaneswar
ଷ୍ଟେଟ ମ୍ୟୁଜିୟମ ସାମ୍ନାରେ ଛୁରାମାଡ, କଳ୍ପନା ଛକରେ ଭୟର ଆତଙ୍କ
author img

By

Published : Sep 26, 2021, 10:39 PM IST

ଭୁବନେଶ୍ବର: ଷ୍ଟେଟ ମ୍ୟୁଜିୟମ ସାମ୍ନାରେ ଛୁରାମାଡ । ଦୋକାନୀଙ୍କ ଛୁରା ମାଡରେ ଯୁବକ ଗୁରୁତର। ଆକ୍ରମଣର ପ୍ରକୃତ କାରଣ ଜଣାପଡି ନଥିବାବେଳେ କଳ୍ପନା ଛକରେ ଭୟର ଆତଙ୍କ ଖେଳିଯାଇଛି ।

କୋଲଡ୍ରିଙ୍କସ ଦାମକୁ ନେଇ ଯୁକ୍ତିତର୍କ, ଷ୍ଟେଟ ମ୍ୟୁଜିୟମ ସାମ୍ନାରେ ଛୁରାମାଡ

ସୂଚନାଅନୁଯାୟୀ କଳ୍ପନା ଛକରେ ଜଣେ ଛାତ୍ରଙ୍କ ସହ କୋଲ ଡ୍ରିଙ୍କସ ଦୋକାନୀଙ୍କ କଳି ହୋଇଥିଲା। ମୋରେଶ ନାମକ ଘରୋଇ କଲେଜର ଏମବିଏ ଛାତ୍ର କଳ୍ପନା ଛକରେ ଥିବା ଏକ ଦୋକାନରେ କୋଲଡ୍ରିଙ୍କସ ପିଇବା ପାଇଁ ଯାଇଥିଲେ । ସେଠାରେ କୋଲଡ୍ରିଙ୍କସର ଦାମ ୪୦ ଟଙ୍କା ବଦଳରେ ଦୋକାନୀ ୫୦ ଟଙ୍କା ମାଗିଥିଲେ । ଏଥିରେ ଉଭୟ ଦୋକାନୀ ଓ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ହଠାତ ଦୋକାନୀ ଉତକ୍ଷିପ୍ତ ହୋଇ ଛାତ୍ର ଜଣକୁ ଛୁରାମାଡ କରିଥିଲେ ।

ଏହି ଘଟଣା ପରେ କଳ୍ପନା ଛକ ନିକଟସ୍ଥ ଷ୍ଟେଟ ମ୍ୟୁଜିୟମ ପାଖରେ ଲୋକେ ଆତଙ୍କିତ ହୋଇଛନ୍ତି। ଛୁରା ମାଡ ଯୁବକକୁ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.