ETV Bharat / city

'ଚାକିରୀ ନଦେଇ ସରକାର ପେଟକୁ ଲାତ ମାରୁଛନ୍ତି' - କଣ୍ଟ୍ରାକ୍ଟ ଟିଚର ଏଲିଜିବିଲିଟି ଟେଷ୍ଟ

ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲୁ ହେଲେ ଆମର ଚାକିରୀ ନାହିଁ । ସରକାର ମିଛ ପ୍ରତିଶ୍ରୁତି ଦେଇ ଆମକୁ ଅନ୍ଧାର ଘେରରେ ରଖିଛି । ଯାହା ଫଳରେ ଧାରଣାରେ ଛାତ୍ରଛାତ୍ରୀ । ଅଧିକ ଖବର ପଢନ୍ତୁ...

'ଚାକିରୀ ନଦେଇ ସରକାର ପେଟକୁ ଲାତ ମାରୁଛନ୍ତି'
'ଚାକିରୀ ନଦେଇ ସରକାର ପେଟକୁ ଲାତ ମାରୁଛନ୍ତି'
author img

By

Published : Dec 18, 2019, 9:35 AM IST

ଭୁବନେଶ୍ବର: ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲୁ ହେଲେ ଆମର ଚାକିରୀ ନାହିଁ । ସରକାର ମିଛ ପ୍ରତିଶ୍ରୁତି ଦେଇ ଆମକୁ ଅନ୍ଧାର ଘେରରେ ରଖିଛି । ଏମିତି କିଛି ଅଭିଯୋଗ ନେଇ ସକାଳୁ ସକାଳୁ ରାଜଭବନ ସମ୍ମୁଖରେ ଅନେକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି ।

'ଚାକିରୀ ନଦେଇ ସରକାର ପେଟକୁ ଲାତ ମାରୁଛନ୍ତି'

ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ସେମାନେ କଣ୍ଟ୍ରାକ୍ଟ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶିକ୍ଷକ ହେବା ପାଇଁ ସବୁ ପ୍ରକାର ପରୀକ୍ଷା ଦେବା ପରେ ବି ଆଜି ପର୍ଯ୍ୟନ୍ତ ସରକାର ଚାକିରୀଟିଏ ଦେଉନାହାଁନ୍ତି । ଭେଟି ସାରିବା ପରେ ସରକାର ସବୁ ବୁଝିବାର ପ୍ରତିଶ୍ରୁତି ଦେଇ ଏବେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି ।

ଗରିବ ପାଠ ପଢ଼ୁଆ ପିଲାଙ୍କ ପେଟକୁ ଲାତ ମାରିଛନ୍ତି ବୋଲି ଧାରଣାରତ ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲୁ ହେଲେ ଆମର ଚାକିରୀ ନାହିଁ।

ସରକାର ମିଛ ପ୍ରହଶନ କରି ଆମକୁ ଅନ୍ଧାର ଘେର ରେ ରଖିଛି। ଆଜି ଏଭଳି କିଛି ଅଭିଯୋଗ ନେଇ ସକାଳୁ ସକାଳୁ ରାଜଭବନ ସମୁଖ ରେ ଅନେକ ଛାତ୍ରଛାତ୍ରୀ ଧାରଣା ରେ ବସିଛନ୍ତି। ଛାତ୍ରଛାତ୍ରୀ ଙ୍କ କହିବା ଅନୁସାରେ ସେମାନେ କଣ୍ଟ୍ରାକ ଟିଚର ଏଲିଜୀବିଟି ଟେଷ୍ଟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ଛନ୍ତି। ଶିକ୍ଷକ ହେବା ପାଇଁ ସବୁ ପ୍ରକାର ପରୀକ୍ଷା ଦେବା ପରେ ବି ଆଜି ପର୍ଯ୍ୟନ୍ତ ସରକାର ଚାକିରୀ ଟିଏ ଦେଉ ନାହାନ୍ତି। ଭେଟ ସରିବା ପରେ ସରକାର ସବୁ ବୁଝିବାର ପ୍ରତିଶୃତି ଦେଇ ଏବେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି।ଗରିବ ପାଠ ପଢ଼ୁଆ ପିଲାଙ୍କ ପେଟ କୁ ଲାତ ମାରିଛନ୍ତି ବୋଲି ପିଲା ମନେ ପ୍ରକାଶ କରିଛନ୍ତି।

Body:ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲୁ ହେଲେ ଆମର ଚାକିରୀ ନାହିଁ

ସରକାର ମିଛ ପ୍ରହଶନ କରି ଆମକୁ ଅନ୍ଧାର ଘେର ରେ ରଖିଛି। ଆଜି ଏଭଳି କିଛି ଅଭିଯୋଗ ନେଇ ସକାଳୁ ସକାଳୁ ରାଜଭବନ ସମୁଖ ରେ ଅନେକ ଛାତ୍ରଛାତ୍ରୀ ଧାରଣା ରେ ବସିଛନ୍ତି। ଛାତ୍ରଛାତ୍ରୀ ଙ୍କ କହିବା ଅନୁସାରେ ସେମାନେ କଣ୍ଟ୍ରାକ ଟିଚର ଏଲିଜୀବିଟି ଟେଷ୍ଟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ଛନ୍ତି। ଶିକ୍ଷକ ହେବା ପାଇଁ ସବୁ ପ୍ରକାର ପରୀକ୍ଷା ଦେବା ପରେ ବି ଆଜି ପର୍ଯ୍ୟନ୍ତ ସରକାର ଚାକିରୀ ଟିଏ ଦେଉ ନାହାନ୍ତି। ଭେଟ ସରିବା ପରେ ସରକାର ସବୁ ବୁଝିବାର ପ୍ରତିଶୃତି ଦେଇ ଏବେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି।ଗରିବ ପାଠ ପଢ଼ୁଆ ପିଲାଙ୍କ ପେଟ କୁ ଲାତ ମାରିଛନ୍ତି ବୋଲି ପିଲା ମନେ ପ୍ରକାଶ କରିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.