ETV Bharat / city

CAA ବିରୋଧୀ ଆନ୍ଦୋଳନକୁ ସମର୍ଥନ ଦେବୁ: କଂଗ୍ରେସ - Congress support CAA

ଦେଶକୁ ଭାଗ ଭାଗ କରିବାକୁ ଦିଆଯିବ ନାହିଁ। ଅଖଣ୍ଡତା ବଜାୟ ରଖିବାକୁ ଯାହା ଦରକାର ତାହା କରିବ କଂଗ୍ରେସ। ଦେଶରେ ସିଏଏ, ଏନଆରସି, ଏନପିଆରକୁ ଆଣିଥିବା ବିଜେପିକୁ ଟାର୍ଗେଟ କରି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଅଧିକ ପଢନ୍ତୁ...

Congress will support every movement against CAA
CAA ବିରୋଧୀ ଆନ୍ଦୋଳନକୁ ସମର୍ଥନ ଦେବୁ: କଂଗ୍ରେସ
author img

By

Published : Jan 6, 2020, 12:04 PM IST

ଭୁବନେଶ୍ବର: ଦେଶକୁ ଭାଗ ଭାଗ କରିବାକୁ ଦିଆଯିବ ନାହିଁ। ଅଖଣ୍ଡତା ବଜାୟ ରଖିବାକୁ ଯାହା ଦରକାର ତାହା କରିବ କଂଗ୍ରେସ। ବିଜେପି ବ୍ୟସ୍ତ ଓ ବିବ୍ରତ ହୋଇପଡିଛି। ବିଚଳିତ ହୋଇପଡିଥିବାରୁ ଆଜି ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି। ହେଲେ ଲୋକେ ବୁଝି ସାରିଲେଣି। ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ।

ଏନେଇ ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ, ଏନଆରସି, ଏନପିଆର ଏସବୁ ମଧ୍ୟରେ ସଂଯୋଗ ରହିଛି। ସାଧାରଣ ଲୋକଙ୍କ ଅଧିକାର ଛଡ଼ାଇ ନେବାକୁ ବିଜେପିର ଉଦ୍ୟମ ସଫଳ ହେବ ନାହିଁ। ଏହା ବିରୋଧରେ ଯିଏ ସ୍ବର ଉଠାଇବ ତାଙ୍କୁ ସମର୍ଥନ ଦେବୁ। ଏପରିକି ପ୍ରସ୍ତାବିତ ଭାରତ ବନ୍ଦ ଡ଼ାକରାରେ ସାମିଲ ହେବ ଦଳ। ଗଣତାନ୍ତ୍ରିକ ଉପାୟରେ ଆମେ ଲଢ଼ିବୁ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଦେଶକୁ ଭାଗ ଭାଗ କରିବାକୁ ଦୁଆଜିବ ନାହିଁ। ଅଖଣ୍ଡତା ବଜାୟ ରଖିବାକୁ ଯାହା ଦରକାର ତାହା କଂଗ୍ରେସ କରିବ। ବିଜେପି ବ୍ୟସ୍ତ ଓ ବିବ୍ରତ ହୋଇପଡିଛି। ବିଚଳିତ ହେବ ଯୋଗୁଁ ଆଜି ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି। ଲୋକେ କିନ୍ତୁ ବୁଝି ସାରିଲେଣି। ନାଗରିକତା ସଂଶୋଧନ ଆଇନ, ଏନାରସି, ଏନପିଆର ଏସବୁ ମଧ୍ୟରେ ସଂଯୋଗ ରହିଛି। ସାଧାରଣ ଲୋକଙ୍କ ଅଧିକାର ଛଡ଼ାଇ ନେବାକୁ ବିଜେପିର ଉଦ୍ୟମ ସଫଳ ହେବ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଏହା ବିରୋଧରେ ଯିଏ ସ୍ୱର ଉଠାଇବ ତାଙ୍କୁ ସମର୍ଥନ ଦେବୁ ବୋଲି ସେ କହିଛନ୍ତି। ଏପରିକି ପ୍ରସ୍ତାବିତ ଭାରତ ବନ୍ଦ ଡ଼ାକରାରେ ବି ଦଳ ସାମିଲ ହେବ। ଗଣତାନ୍ତ୍ରିକ ଉପାୟରେ ଆମେ ଲଢ଼ିବୁ ବୋଲି ସେ କହିଛନ୍ତି।

Body:ବାଇଟ ଶରତ ରାଉତ, ଏଆଇସିସି ସମ୍ପାଦକ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.