ETV Bharat / city

ସଂଗରୋଧରେ ଥିବା ସଂକ୍ରମିତଙ୍କୁ ଔଷଧ ବାଣ୍ଟିବ କଂଗ୍ରେସ

author img

By

Published : May 14, 2021, 4:55 PM IST

ଟ୍ବିନ ସିଟିରେ ହୋମ କ୍ବାରେଣ୍ଟାଇନରେ ଥିବା ସଂକ୍ରମିତଙ୍କୁ ଭିଟାମିନ ଟାବଲେଟ ବଣ୍ଟନ କରିବ କଂଗ୍ରେସ । ଏନେଇ ଆଜି କଂଗ୍ରେସର ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

congress distribute  vitamin tablet to home isolaters in twincity
ସଂଗରୋଧରେ ଥିବା ସଂକ୍ରମିତଙ୍କୁ ଭିଟାମିନ ଔଷଧ ବାଣ୍ଟିବ କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ବାଣ୍ଟିବ ଭିଟାମିନ ଟାଵଲେଟ । ଟ୍ବିନ ସିଟିରେ ହୋମ କ୍ବାରେଣ୍ଟାଇନରେ ଥିବା ସଂକ୍ରମିତଙ୍କୁ ଭିଟାମିନ ଟାବଲେଟ ବଣ୍ଟନ କରିବ କଂଗ୍ରେସ । ଏନେଇ ଆଜି କଂଗ୍ରେସର ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା କରିଛନ୍ତି ।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଦ୍ବାରା ଭିଟାମିନ ଟାଵଲେଟ ବଣ୍ଟନ କରାଯିବ । 14 ମେ ରୁ 20 ମେ ପର୍ଯ୍ୟନ୍ତ ଏହି ସେବା ଯୋଗାଇ ଦିଆଯିବ । ସକାଳ 9ଟାରୁ ଅପରାହ୍ନ 3ଟା ଯାଏଁ ଲୋକମାନେ ରେଜିଷ୍ଟ୍ରେସନ କରିପାରିବେ । 6 ଦିନ ପାଇଁ ରୋଗୀଙ୍କୁ ମେଡିସିନ ଦିଆଯିବ । ଏଥିପାଇଁ ଗୋଟିଏ ଟୋଲ ଫ୍ରି ନମ୍ବର ଏବଂ ଗୋଟିଏ ହ୍ୱାଟସଆପ ନମ୍ବର ଜାରି କରାଯାଉଛି । ଟୋଲ ଫ୍ରି ନମ୍ବର - 18002572656 ହ୍ବାଟସଆପ ନମ୍ବର - 9937696969 ।

ଏହାସହ ମେ 21 ତାରିଖରୁ ରାଜୀବ ଗାନ୍ଧୀ ଶ୍ରାଦ୍ଧ ଦିବସ ଦିନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ଛାତ୍ର କଂଗ୍ରେସ । ମାଗଣା ଖାଦ୍ୟ, ଆମ୍ବୁଲାନ୍ସ ସେବା, ମେଡିସିନ, ଅକ୍ସିଜେନ ଆଦି ସମସ୍ତ ଜିଲ୍ଲାରେ ଯୋଗାଇ ଦିଆଯିବ । କେଉଁଠି ଭ୍ୟାକସିନ ନେଇ ପାରିବେ, କେଉଁଠି ମେଡିକାଲରେ ବେଡ଼ ମିଳିପାରିବ ସେ ନେଇ ଲୋକଙ୍କୁ ସହାୟତା କରିବ । ଏନେଇ ଏକ ଟୋଲ ଫ୍ରି ନମ୍ଵର ମାଧ୍ୟମରେ ସହାୟତା ଯୋଗାଇଦେବ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.