ETV Bharat / city

ଜିଲ୍ଲା ପରିଷଦ ନିର୍ବାଚନରେ BJDର କ୍ଲିନସ୍ବିପ୍, ନବୀନଙ୍କୁ କଟାକ୍ଷ କଲେ ସୁର

ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି କ୍ଲିନ ସ୍ଵିପ ନେଇ ତେଜୁଛି ରାଜନୀତି । 30 ରୁ 21 ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗଠନ କରିବା ନେଇ ବିଜେଡି କହିବା ପରେ ତାକୁ ନେଇ ତେଜୁଛି ରାଜନୀତି। ଏନେଇ ବିରୋଧୀ ମଧ୍ୟ ବିଜେଡିକୁ ସମାଲୋଚନା କରିଛନ୍ତି। ଅଧିକ ପଢନ୍ତୁ

author img

By

Published : Mar 14, 2022, 9:59 PM IST

ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର କ୍ଲିନ ସୁଇପ ନେଇ ନବୀନଙ୍କୁ କଟାକ୍ଷ କଲେ ସୁର

ଭୁବନେଶ୍ବର : ଜିଲ୍ଲା ପରିଷଦ ନିର୍ବାଚନରେ ସମଗ୍ର ରାଜ୍ୟରେ ବିଜେଡି କ୍ଲିନ ସ୍ଵିପ ନେଇ ତେଜୁଛି ରାଜନୀତି । 30 ରୁ 21 ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗଠନ କରିବା ନେଇ ବିଜେଡି କହିବା ପରେ ତାକୁ ନେଇ ତେଜୁଛି ରାଜନୀତି। ଏନେଇ ବିରୋଧୀ ମଧ୍ୟ ବିଜେଡିକୁ ସମାଲୋଚନା କରିଛନ୍ତି।

ଏହାବି ପଢନ୍ତୁ : ମାର୍ଚ୍ଚରୁ ମୁଣ୍ଡଫଟା ଖରା: 36 ଡିଗ୍ରୀ ଉପରେ 6 ସହର

କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ରାଜୀବ ଗାନ୍ଧୀଙ୍କ ସମୟରୁ ମହିଳାଙ୍କ ପାଇଁ ଅନେକ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। ବିଜେଡି ସମସ୍ତଙ୍କ ସହ ରହିଛି ବୋଲି ଡିଣ୍ଡିମ ପିଟୁଛି। ଟଙ୍କାର ପ୍ରଲୋଭନ ଦେଖାଇ ଜନସାଧାରଣ ଠାରୁ ଭୋଟ ନେଉଥିବା କହିଛନ୍ତି ସୁର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.