ETV Bharat / city

8 ତାରିଖ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ - Congress Supports bharat bandh

ଡିସେମ୍ବର 8 ତାରିଖରେ କୃଷକ ସଙ୍ଗଠନ ଦେଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ । ଅଧିକ ପଢନ୍ତୁ...

ଭାରତ ବନ୍ଦ
ଭାରତ ବନ୍ଦ
author img

By

Published : Dec 5, 2020, 9:47 AM IST

ଭୁବନେଶ୍ବର: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଆସନ୍ତା 8 ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାକୁ କଂଗ୍ରେସ ସମର୍ଥନ କରିଛି । କଂଗ୍ରେସ ଏହି ବନ୍ଦ ଡାକରାକୁ ଦୃଢ ସମର୍ଥନ କରୁଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଭାରତ ବନ୍ଦ

ଏହାସହ ସମସ୍ତ ଓଡିଶାବାସୀଙ୍କ ଏହାକୁ ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ଦେଶର ଅର୍ଥନୀତିର ମେରୁଦଣ୍ଡ ତଥା ଅନ୍ନଦାତା ଦେଇଥିବା ବନ୍ଦ ଡାକରା ଯଥାର୍ଥ । ସମସ୍ତେ ଏହାକୁ ବନ୍ଦ ଡାକରାକୁ ସଫଳ କରିବାକୁ ସେ କହିଛନ୍ତି ।

ସୂଚନାଥାଉକି, ନୂଆ କୃଷି ଆଇନକୁ ବିରୋଧ କରି କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ କେନ୍ଦ୍ର ସରକାର ମଧ୍ୟ ସେମାନଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରୁଛନ୍ତି । ତେବେ ନିଷ୍କର୍ସ ବାହାରୁନଥିବାରୁ ଏହି ଆନ୍ଦୋଳନକୁ ଜୋରଦାର କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚଖ ଅଖ ବନ୍ଦ ନେଇ ଯୋଜନା କରିଛନ୍ତି ଚାଷୀ । ଯାହାକୁ ନେଇ ଡିସେମ୍ବର 8ରେ ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.