ETV Bharat / city

ପାଟକୁରା ବିଗ୍ ଫାଇଟ, କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ - କଂଗ୍ରେସ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଜୋରଦାର ଝଟକା ଖାଇଥିବା କଂଗ୍ରେସ, ପାଟକୁରା ଉପନିର୍ବାଚନ ପାଇଁ 40 ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ତାଲିକା ପ୍ରଦାନ କରିଛି ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 11, 2019, 5:32 PM IST

Updated : Jul 11, 2019, 5:50 PM IST

ଭୁବନେଶ୍ବର: ପାଟକୁରା ଉପନିର୍ବାଚନ ପାଇଁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି କଂଗ୍ରେସ। ପ୍ରଥମେ ଶାସକ ବିଜେଡି ଓ ବିଜେପି ଦଳୀୟ ପ୍ରଚାରକଙ୍କ ତାଲିକା ପ୍ରକାଶ କରିବା ପରେ କଂଗ୍ରେସ ମଧ୍ୟ ତାଲିକା ପ୍ରକାଶ କରିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଚାରକ ତାଲିକାରେ ଦଳୀୟ ପ୍ରଭାରୀ ଜିତେନ୍ଦ୍ର ସିଂ, ସହପ୍ରଭାରୀ ଟିଏସ ସିଂଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଦଳର ଏକମାତ୍ର ସାଂସଦ ଏବଂ ସମସ୍ତ ବିଧାୟକ ରହିଛନ୍ତି । ରାଜ୍ୟରୁ ଦଳର ଏକ ମାତ୍ର ରାଜ୍ୟସଭା ସାଂସଦ ଥିବା ରଞ୍ଜିବ ବିଶ୍ୱାଳ ମଧ୍ୟ ଅଛନ୍ତି । ଆସନ୍ତା 13ତାରିଖରୁ ପ୍ରଚାର ଆରମ୍ଭ କରିବ ଦଳ । ଚଳିତ ମାସ 20 ତାରିଖରେ ପାଟକୁରା ଆସନ ପାଇଁ ହେବ ଭୋଟଗ୍ରହଣ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପାଟକୁରା ଉପନିର୍ବାଚନ ପାଇଁ କଂଗ୍ରେସ40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଏହି ତାଲିକା ପ୍ରଦାନ କରିଛି ଦଳ। ତାଲିକାରେ ଦଳର ଓଡ଼ିଶାର ପ୍ରଭାରୀ ଜିତେନ୍ଦ୍ର ସିଂ, ସହ ପ୍ରଭାରୀ ଟି ଏସ ସିଂଦେଓ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସମସ୍ତେ ବିଧାୟକ ଓ ଜଣେ ସାଂସଦ ରହିଛନ୍ତି। ରଂଜିବ ବିଶ୍ୱାଳ ବି ରହିଛନ୍ତି। 13ରୁ ଏମାନେ ପ୍ରଚାର କରିବେ। Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତିConclusion:
Last Updated : Jul 11, 2019, 5:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.