ETV Bharat / city

ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁ ଦାଶ ମୂର୍ତ୍ତି ସ୍ଥାପନ ପ୍ରସଙ୍ଗ, ବିରୋଧ କଲା କଂଗ୍ରେସ - Congress Party

ପୂର୍ବତନ ବିଧାୟକ ବିଷ୍ଣୁଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ କଂଗ୍ରେସର ବିରୋଧ । ଅଧିକ ପଢନ୍ତୁ...

ମୃର୍ତ୍ତି ସ୍ଥାପନ ହେଲେ ଉତ୍କଳମଣିଙ୍କ ପ୍ରତି ଘୋର ଅସମ୍ମାନ ହେବ ବୋଲି କଂଗ୍ରେସର ଅଭିଯୋଗ

author img

By

Published : Aug 7, 2021, 7:40 AM IST

Updated : Aug 7, 2021, 7:51 AM IST

ଭୁବନେଶ୍ବର: ପ୍ରତିମୂର୍ତ୍ତି ସ୍ଥାପନକୁ କଂଗ୍ରେସର ବିରୋଧ । ଖୋର୍ଦ୍ଧା ଜିଲ୍ଲା ଅଧିନ ରଘୁନାଥପୁର ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁ ଦାଶଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଓଡ଼ିଆ ଜାତି ପ୍ରତି ଘୋର ଅପମାନ। ଶାସକ ବିଜୁ ଜନତା ଦଳର ଏହି ଅପରାଧ ବିରୁଦ୍ଧରେ ଶୁକ୍ରବାର, ସଂସ୍କୃତି ସଚିବଙ୍କୁ ପ୍ରଦେଶ କଂଗ୍ରେସ ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁ ଦାଶ ମୂର୍ତ୍ତି ସ୍ଥାପନ ପ୍ରସଙ୍ଗ, ବିରୋଧ କଲା କଂଗ୍ରେସ

ଏନେଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ମିଡିଆ ସେଲ ଅଧକ୍ଷ ଗଣେଶ୍ବର ବେହେରା, ଆବାହକ ସତ୍ୟ ପ୍ରକାଶ ନାୟକ, ମୁଖପାତ୍ର ମନୋରଞ୍ଜନ ଦାଶ, ଅନୁସୂଚିତ ଜାତି ଅଧକ୍ଷ ବାଙ୍କନିଧି ବେହେରା, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ସମେତ ଲିଙ୍ଗରାଜ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Aug 7, 2021, 7:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.