ETV Bharat / city

ନୂଆ କୃଷି ଆଇନ ବିରୋଧରେ କଂଗ୍ରେସର ବିକ୍ଷୋଭ - କଂଗ୍ରେସର ବିକ୍ଷୋଭ

ନୂତନ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ଆନ୍ଦୋଳନ ଜାରି । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ । ଅଧିକ ପଢନ୍ତୁ...

congress protest in bhubaneswar
ନୂତନ ଚାଷୀ ଆଇନକୁ ବିରୋଧ, କଂଗ୍ରେସର ବିକ୍ଷୋଭ
author img

By

Published : Dec 14, 2020, 1:31 PM IST

ଭୁବନେଶ୍ବର: ନୂତନ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି । କୃଷକଙ୍କ ଏହି ଆନ୍ଦୋଳନକୁ ପୁରା ସମର୍ଥନ କରୁଛି କଂଗ୍ରେସ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପ୍ରତିବାଦ କରୁଛି ।

ନୂତନ ଚାଷୀ ଆଇନକୁ ବିରୋଧ, କଂଗ୍ରେସର ବିକ୍ଷୋଭ

ପୁରା ଚାଷୀଙ୍କ ସହ ହାତ ମିଳାଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛି । ତ୍ରୁଟିପୂର୍ଣ୍ଣ ଚାଷୀ ଆଇନ ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ଏହି କ୍ରମରେ ଭୁବନେଶ୍ବର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.