ETV Bharat / city

ଓଡିଶା ଓ ପଶ୍ଚିମବଙ୍ଗ ସୀମା ବିବାଦ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

author img

By

Published : Mar 2, 2021, 8:13 PM IST

Updated : Mar 2, 2021, 8:30 PM IST

ସୁବର୍ଣ୍ଣରେଖା ଭିତରେ ଓଡିଶା ଓ ପଶ୍ଚିମବଙ୍ଗ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଏକ ଭେଳିକି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢନ୍ତୁ...

ଓଡିଶା ଓ ପଶ୍ଚିମବଙ୍ଗ ସୀମା ବିବାଦ ନେଇ ସରକାରଙ୍କ ଘେରିଲା କଂଗ୍ରେସ

ଭୁବନେଶ୍ବର: ସୀମା ବିବାଦ ପ୍ରସଙ୍ଗକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ବୈଠକରେ ସୁବର୍ଣ୍ଣରେଖା ଭିତରେ ଓଡିଶା ଓ ପଶ୍ଚିମବଙ୍ଗ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଏକ ଭେଳିକି ବୋଲି କଂଗ୍ରେସ ଅଭିଯୋଗ କରିଛି।

ସୀମା ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। 2017 ମସିହାରେ ସୁବର୍ଣ୍ଣରେଖାରେ ବାଲି ଉତ୍ତୋଳନକୁ ନେଇ ବିବାଦ ଏନଜିଟିକୁ ଯାଇଥିଲା । ବେଆଇନ ବାଲି ଉତ୍ତୋଳନ ନକରିବାକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବାପରେ ମଧ୍ୟ ଏଯାଏଁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ କଂଗ୍ରେସ ଅଭିଯୋଗ କରିଛି ।

ଓଡିଶା ଓ ପଶ୍ଚିମବଙ୍ଗ ସୀମା ବିବାଦ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଏବେ ସୀମା ବିବାଦ ସମାଧାନ ପାଇଁ ଆୟୋଜିତ ଅଫିସର ସ୍ତରୀୟ ବୈଠକ କେବଳ ଲୋକଦେଖାଣିଆ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 2, 2021, 8:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.