ETV Bharat / city

ByPoll: ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

author img

By

Published : May 9, 2022, 4:55 PM IST

Updated : May 9, 2022, 5:00 PM IST

ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ମୁକୁଲ ୱାସନିକ କଲେ ଘୋଷଣା । ପୂର୍ବରୁ ବିଜେଜି, ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ, ଆସନ୍ତା 31 ରେ ହେବ ଉପ-ନିର୍ବାଚନ ପାଇଁ ମତଦାନ ।

କଂଗ୍ରେସ
କଂଗ୍ରେସ

ନୂଆଦିଲ୍ଲୀ : ବିଜେପି ଓ ବିଜେଡି ପରେ କଂଗ୍ରେସ ମଧ୍ୟ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା। ପୂର୍ବଚନ ବାଚସ୍ପତି ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କୁ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କଲା କଂଗ୍ରେସ ।

ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ କଂଗ୍ରେସ

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 9, 2022, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.