ETV Bharat / city

ରାଜ୍ୟ ସରକାରଙ୍କ ଦାବିକୁ ସମର୍ଥନ କଲା କଂଗ୍ରେସ

author img

By

Published : Apr 30, 2021, 8:23 PM IST

କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି କରିଛି ଓଡିଶା । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ପ୍ରଦେଶ କଂଗ୍ରେସ କମିଟି । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ଦାବିକୁ ସମର୍ଥନ କଲା କଂଗ୍ରେସ
ରାଜ୍ୟ ସରକାରଙ୍କ ଦାବିକୁ ସମର୍ଥନ କଲା କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି କରିଛି ଓଡିଶା । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ପ୍ରଦେଶ କଂଗ୍ରେସ କମିଟି ।

ମାଓ ସମସ୍ୟା ଦେଶର ଆଭ୍ୟନ୍ତରୀଣ ସମସ୍ୟା । ଏହା କେବଳ ରାଜ୍ୟର ସମସ୍ୟା ନୁହେଁ । କେନ୍ଦ୍ର-ରାଜ୍ୟ ସୁରକ୍ଷା କର୍ମୀ ମିଳିତ ଭାବେ ଲଢ଼ୁଛନ୍ତି । ତେଣୁ ଏ ଖର୍ଚ୍ଚ କେନ୍ଦ୍ର ଛାଡ଼ କରୁ ବୋଲି ରାଜ୍ୟର ଦାବିକୁ ସମର୍ଥନ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଦେଶର ଅନ୍ୟ ରାଜ୍ୟ ଏହି ଖର୍ଚ୍ଚ ଟଙ୍କା ଦେଉନାହାନ୍ତି । ଓଡ଼ିଶା କାହିଁକି ଦେବ ବୋଲି ପ୍ରଶ୍ନ କରିଛନ୍ତି ସୁର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.