ETV Bharat / city

ବିଧାୟକଙ୍କୁ ଗିରଫ ଠିକ ହୋଇନାହିଁ, ସମସ୍ତେ ସୀମା ଭିତରେ ରହିବା ଦରକାର: ସୁର

author img

By

Published : May 2, 2022, 5:15 PM IST

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ମନ୍ତବ୍ୟ । ଅଧିକ ପଢନ୍ତୁ

ସୁର
ସୁର

ଭୁବନେଶ୍ବର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ମନ୍ତବ୍ୟ । ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ଏହା ଅତ୍ୟନ୍ତ ଦୁର୍ଭଗ୍ୟଜନକ। ଯାହା ହୋଇଛି ଠିକ ହୋଇନାହିଁ। ବିଧାୟକ ହେଲେ ବି ସୀମା ଭିତରେ ରହିବା ଦରକାର । ଯଦି ବିଧାୟକ ବିଡିଓଙ୍କୁ ହାତ ମାରିଛନ୍ତି, ତାହାଲେ କାର୍ଯ୍ୟାନୁଷ୍ଠାନ ହେଉ। ହେଲେ ମୋ ପାଖରେ ଯାହା ଖବର ଅଛି, ବିଧାୟକ ବିଡିଓଙ୍କୁ ଛୁଇଁନାହାନ୍ତି । ସରକାରୀ ଅଧିକାରୀ ବି ମାନମାନି କରୁଛନ୍ତି । କାହା କଥା ଶୁଣୁନାହାନ୍ତି ।"

ବିଧାୟକଙ୍କୁ ଗିରଫ ଠିକ ହୋଇନାହିଁ, ସମସ୍ତେ ସୀମା ଭିତରେ ରହିବା ଦରକାର: ସୁର

ହେଲେ ମୋ କଥା ପ୍ରଶାସନ ଶୁଣୁଛି । ଲୋକଙ୍କ କାମ ନ କଲେ ବିଧାୟକ କଣ ଅଧିକାରୀଙ୍କୁ କିଛି କହିବେନି ବୋଲି ପ୍ରଶ୍ନ କରିଛନ୍ତି ସୁର । ଉଭୟ ସୀମା ଭିତରେ ରହିବା ଉଚିତ । ଜନ ପ୍ରତିନିଧି ମାନେ କାହାରିକୁ ବାଧିଲା ଭଳି କିଛି କହିବା କଥା ନୁହେଁ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.