ETV Bharat / city

କଲେଜ ଅଧ୍ୟକ୍ଷଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣା: କଣ କହିଲେ ସୁର ରାଉତରାୟ ? - congress mla sura reaction

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଞ୍ଚଳରେ କ୍ବାରେନଣ୍ଟାଇନ ସେଣ୍ଟରରେ କାର୍ଯ୍ୟରତ ଜଣେ କଲେଜ ଅଧ୍ୟକ୍ଷଙ୍କୁ ସ୍ଥାନୀୟ ସରପଞ୍ଚ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ । ଶୁଣନ୍ତୁ ଏନେଇ କଣ କହିଲେ ସୁର ରାଉତରାୟ...

congress mla sura
କଲେଜ ଅଧ୍ୟକ୍ଷଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣାକୁ ସୁରଙ୍କ ନିନ୍ଦା
author img

By

Published : Jun 10, 2020, 6:32 PM IST

ଭୁବନେଶ୍ୱର: ବଲାଙ୍ଗୀର କ୍ବାରେନଣ୍ଟାଇନ ସେଣ୍ଟରରେ ଜଣେ କଲେଜ ଅଧ୍ୟକ୍ଷଙ୍କୁ ସ୍ଥାନୀୟ ସରପଞ୍ଚ ମାଡମରା ଘଟଣାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଘୋର ନିନ୍ଦା କରିଛନ୍ତି ।

କଲେଜ ଅଧ୍ୟକ୍ଷଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣାକୁ ସୁରଙ୍କ ନିନ୍ଦା

ଏହାସହ ସେ କହିଛନ୍ତି, ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ କୋରୋନା ମୁକାବିଲା ପାଇଁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବାରୁ ସରପଞ୍ଚ ଜଣକ ଏହାର ଦୁରୁପୋଯୋଗ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଜେଲକୁ ପଠାଇବାକୁ ରାଉତରାୟ କହିଛନ୍ତି।

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଞ୍ଚଳରେ କ୍ବାରେନଣ୍ଟାଇନ ସେଣ୍ଟରରେ କାର୍ଯ୍ୟରତ ଜଣେ କଲେଜ ଅଧ୍ୟକ୍ଷଙ୍କୁ ସ୍ଥାନୀୟ ସରପଞ୍ଚ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ। ଯାହାକୁ ନେଇ ସମଗ୍ର ଶିକ୍ଷକ ସମାଜ ଏକତ୍ରିତ ହୋଇ ସମ୍ପୃକ୍ତ ସରପଞ୍ଚଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଆକ୍ରମଣ ଘଟଣାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଘୋର ନିନ୍ଦା କରିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.