ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ଶରତ ପଟ୍ଟନାୟକ । ଯୋଜନାରେ ସ୍ଵଚ୍ଛତା ପାଇଁ କମିଟି ଗଠନ କରିବାକୁ ସମୀର ପରାମର୍ଶ ଦେଇଥିଲେ । ହେଲେ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବାର ଆବଶ୍ୟକତା ରହିଛି । କମିଟି ଗଠନ ହେଲେ କିଛି ସୁଫଳ ମିଳିବ ନାହିଁ । ଏନେଇ CBI ତଦନ୍ତ କରାଯାଉ ବୋଲି ଶରତ ପଟ୍ଟନାୟକ କହିଛନ୍ତି ।
-
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ୍ କ୍ରିୟାନ୍ୱୟନ ପାଇଁ ଯୋଗ୍ୟ ହିତାଧିକାରୀ ଚୟନଠାରୁ ଗୃହ ନିର୍ମାଣ ପର୍ଯ୍ୟନ୍ତ ତଦାରଖ ତଥା ସ୍ୱଚ୍ଛତା ପାଇଁ ଗାଁ ମୁରବୀ, ସାହି ମୁଖିଆ, ଯୁବକ ସଂଘ ଓ ମହିଳା ସଂଘର କର୍ମକର୍ତ୍ତାଙ୍କୁ ନେଇ ‘ଜନ ନିରୀକ୍ଷଣ କମିଟି’ ରାଜ୍ୟ ସରକାର ପଞ୍ଚାୟତସ୍ତରରେ ଗଠନ କରନ୍ତୁ।
— Samir Mohanty (@SamirMohantyBJP) July 7, 2021 " class="align-text-top noRightClick twitterSection" data="
">ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ୍ କ୍ରିୟାନ୍ୱୟନ ପାଇଁ ଯୋଗ୍ୟ ହିତାଧିକାରୀ ଚୟନଠାରୁ ଗୃହ ନିର୍ମାଣ ପର୍ଯ୍ୟନ୍ତ ତଦାରଖ ତଥା ସ୍ୱଚ୍ଛତା ପାଇଁ ଗାଁ ମୁରବୀ, ସାହି ମୁଖିଆ, ଯୁବକ ସଂଘ ଓ ମହିଳା ସଂଘର କର୍ମକର୍ତ୍ତାଙ୍କୁ ନେଇ ‘ଜନ ନିରୀକ୍ଷଣ କମିଟି’ ରାଜ୍ୟ ସରକାର ପଞ୍ଚାୟତସ୍ତରରେ ଗଠନ କରନ୍ତୁ।
— Samir Mohanty (@SamirMohantyBJP) July 7, 2021ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ୍ କ୍ରିୟାନ୍ୱୟନ ପାଇଁ ଯୋଗ୍ୟ ହିତାଧିକାରୀ ଚୟନଠାରୁ ଗୃହ ନିର୍ମାଣ ପର୍ଯ୍ୟନ୍ତ ତଦାରଖ ତଥା ସ୍ୱଚ୍ଛତା ପାଇଁ ଗାଁ ମୁରବୀ, ସାହି ମୁଖିଆ, ଯୁବକ ସଂଘ ଓ ମହିଳା ସଂଘର କର୍ମକର୍ତ୍ତାଙ୍କୁ ନେଇ ‘ଜନ ନିରୀକ୍ଷଣ କମିଟି’ ରାଜ୍ୟ ସରକାର ପଞ୍ଚାୟତସ୍ତରରେ ଗଠନ କରନ୍ତୁ।
— Samir Mohanty (@SamirMohantyBJP) July 7, 2021
ସୂଚନାଯୋଗ୍ୟ, ରାଜ୍ୟ ବିଜେପି ସଭାପତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ । ସମୀର ଟ୍ବିଟ୍ ଯୋଗେ କହିଥିଲେ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ୍ କ୍ରିୟାନ୍ୱୟନ ପାଇଁ ଯୋଗ୍ୟ ହିତାଧିକାରୀ ଚୟନଠାରୁ ଗୃହ ନିର୍ମାଣ ପର୍ଯ୍ୟନ୍ତ ତଦାରଖ ତଥା ସ୍ୱଚ୍ଛତା ପାଇଁ ଗାଁ ମୁରବୀ, ସାହି ମୁଖିଆ, ଯୁବକ ସଂଘ ଓ ମହିଳା ସଂଘର କର୍ମକର୍ତ୍ତାଙ୍କୁ ନେଇ ରାଜ୍ୟ ସରକାର ପଞ୍ଚାୟତସ୍ତରରେ ‘ଜନ ନିରୀକ୍ଷଣ କମିଟି’ ଗଠନ କରନ୍ତୁ । ଯେପରି କୌଣସି ଗରିବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ନ ରୁହନ୍ତୁ ବୋଲି ସମୀର କହିଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ