ETV Bharat / city

Brajrajnagar By-election: କିଏ ହେବେ କଂଗ୍ରେସ ପ୍ରାର୍ଥୀ ? ସ୍ପଷ୍ଟ କଲେ ନିରଞ୍ଜନ

ବ୍ରଜରାଜନଗର ଉପ-ନିର୍ବାଚନ ଦଳର 3 ଜଣ ଆଶାୟୀ ପିସିସିକୁ ପତ୍ର ଲେଖିଛନ୍ତି । ଚିଠି ଲେଖିଥିବା 3 ଆଶାୟୀ ପ୍ରାର୍ଥୀ ହେଉଛନ୍ତି ପ୍ରମୋଦ ପ୍ରଧାନ, ଜୀବନ ସାର୍ଥକ ଦାସ ଓ ସୁବ୍ରତ ପ୍ରଧାନ । କିନ୍ତୁ ଦଳ ପକ୍ଷରୁ ନିକଟସ୍ତ ତିନି ଜିଲ୍ଲା ସଭାପତି ଓ ଜଣେ ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କୁ ଉପ-ନିର୍ବାଚନ ପାଇଁ ଦାୟିତ୍ଵ ଦିଆଯାଇଛି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଅଧିକ ପଢନ୍ତୁ

କିଏ ହେବେ କଂଗ୍ରେସ ପ୍ରାର୍ଥୀ ସ୍ପଷ୍ଟ କଲେ ନିରଞ୍ଜନ ପଟ୍ଟନାୟକ

author img

By

Published : May 4, 2022, 8:38 PM IST

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ନେଇ କଂଗ୍ରେସର ପ୍ରସ୍ତୁତି ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା । ନିରଞ୍ଜନ କହିଛନ୍ତି ଉପ-ନିର୍ବାଚନ ଦଳର 3 ଜଣ ଆଶାୟୀ ପିସିସିକୁ ପତ୍ର ଲେଖିଛନ୍ତି । ଚିଠି ଲେଖିଥିବା 3 ଆଶାୟୀ ପ୍ରାର୍ଥୀ ହେଉଛନ୍ତି ପ୍ରମୋଦ ପ୍ରଧାନ, ଜୀବନ ସାର୍ଥକ ଦାସ ଓ ସୁବ୍ରତ ପ୍ରଧାନ । କିନ୍ତୁ ଦଳ ପକ୍ଷରୁ ନିକଟସ୍ତ ତିନି ଜିଲ୍ଲା ସଭାପତି ଓ ଜଣେ ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କୁ ଉପ-ନିର୍ବାଚନ ପାଇଁ ଦାୟିତ୍ଵ ଦିଆଯାଇଛି ।

ଏହି କମିଟି ବ୍ରଜରାଜ ନଗର ଯାଇ ତୃଣମୂଳସ୍ତରରେ ଆଲୋଚାନ କରିବେ । ରିପୋର୍ଟ ପ୍ରଦାନ କରିବେ । କିଶୋର ପଟେଲଙ୍କୁ ମଧ୍ୟ ଦଳ ଗୁରୁତ୍ଵ ଦେବ । ଯାହାକୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ସମସ୍ତେ ତାଙ୍କୁ ନେଇ ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ନିରଞ୍ଜନ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.