ETV Bharat / city

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ କରିଛି, ପୌରରେ ବି କରିବ: PCC ସଭାପତି - କଂଗ୍ରେସ ଭଲ ପ୍ରଦର୍ଶନ କରିବ

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପଦର୍ଶନ କରିଛି । ପୌର ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ଆଜି ଏମିତି କହି ନିଜକୁ ନିଜେ ଆତ୍ମସନ୍ତୋଷ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଅଧିକ ପଢନ୍ତୁ

PCC ସଭାପତି
PCC ସଭାପତି
author img

By

Published : Mar 4, 2022, 10:40 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପଦର୍ଶନ କରିଛି । ପୌର ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ଆଜି ଏମିତି କହି ନିଜକୁ ନିଜେ ଆତ୍ମସନ୍ତୋଷ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ କରିଛି, ପୌରରେ ବି କରିବ: PCC ସଭାପତି

ନିରଞ୍ଜନ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳରେ ଭଲ ପ୍ରଦର୍ଶନ କରିଛି କଂଗ୍ରେସ। ତେଣୁ ସହରାଞ୍ଚଳରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ଲୋକଙ୍କ ମଧ୍ୟରେ ଭୁଲ ଧାରଣାଯେ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ଝଟକା ଖାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। ପଏଣ୍ଟ କେତେ ବଢିଛି ତାହା ତର୍ଜମା ପରେ ଜଣାପଡିବ। ତେବେ ପୌର ନିର୍ବାଚନ ରେ ଘର ଘର ବୁଲିବା ପାଇଁ କମ ସମୟ ରହିଛି, ହେଲେବି ଘର ଘର ବୁଲିବା ପାଇଁ ପ୍ରସ୍ତୁତ ରହିଛୁ।

ସେହିପରି ନିରଞ୍ଜନ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଯେଉଁ ଫଳାଫଳ ରାଜ୍ୟବାସୀ ଦେଇଛନ୍ତି, ସେଥିପାଇଁ ଓଡିଶା ବାସୀଙ୍କୁ କୃତଜ୍ଞତା ଜଣାଇବା ସହ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛି। ପୌର ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.