ETV Bharat / city

ମତ୍ସ୍ୟଜୀବୀଙ୍କ ସୁରକ୍ଷା ଦାବି ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ - ମତ୍ସ୍ୟଜୀବୀଙ୍କର ସୁରକ୍ଷା ଦାବି ନେଇ କଂଗ୍ରେସର ଧାରଣା

କେନ୍ଦ୍ର ସରକାର କୃଷି ବିରୋଧୀ, ଭାରତୀୟ ଚାଷୀ ବିରୋଧୀ । ଶୀତ କାକରରେ ଚାଷୀ କାନ୍ଦୁଛି, ମୋଦି ଶୋଇଛନ୍ତି ନିଦ ଭାଙ୍ଗୁନି । ରାଜ୍ୟରେ ମତ୍ସ୍ୟଜୀବୀ,ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଅକ୍ଷମ । କେନ୍ଦ୍ର ସରକାରଙ୍କ ଦ୍ଵାରା ଆଗତ ନୂତନ କୃଷି ନୀତିକୁ ତୁରନ୍ତ ପ୍ରତ୍ୟାହାର କରିବା ଉଦ୍ଦେଶ୍ୟରେ ବୁଧବାର ଭୁବନେଶ୍ୱର ରାଜରାସ୍ତାରେ କଂଗ୍ରେସ ଧାରଣା ଦେଇଛି । ଅଧିକ ପଢନ୍ତୁ...

ମତ୍ସ୍ୟଜୀବୀଙ୍କର ସୁରକ୍ଷା ଦାବି ନେଇ କଂଗ୍ରେସର ଧାରଣା ଓ ବିକ୍ଷୋଭ

author img

By

Published : Jan 6, 2021, 7:52 PM IST

Updated : Jan 6, 2021, 7:59 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ କୃଷି ବିରୋଧୀ ନୀତି ନେଇ ରାଜରାସ୍ତାରେ କଂଗ୍ରେସର ମତ୍ସ୍ୟଚାଷୀ ସାମ୍ମୁଖ୍ୟ । ମହାତ୍ମା ଗାନ୍ଧୀ ମାର୍ଗରେ କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷି ଓ କୃଷକ ବିରୋଧୀ ବିଲ ପ୍ରତ୍ୟହାର ଏବଂ ମତ୍ସ୍ୟଜୀବୀମାନଙ୍କର ସୁରକ୍ଷା ଦାବି ନେଇ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହେଇଯାଇଛି ।

କେନ୍ଦ୍ର ସରକାର କୃଷି ବିରୋଧୀ, ଭାରତୀୟ ଚାଷୀ ବିରୋଧୀ । ଶୀତ କାକରରେ ଚାଷୀ କାନ୍ଦୁଛି, ମୋଦି ଶୋଇଛନ୍ତି ନିଦ ଭାଙ୍ଗୁନି । ରାଜ୍ୟରେ ମତ୍ସ୍ୟଜୀବୀ, ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଅକ୍ଷମ । କେନ୍ଦ୍ର ସରକାରଙ୍କ ଦ୍ଵାରା ଆଗତ ନୂତନ କୃଷି ନୀତିକୁ ତୁରନ୍ତ ପ୍ରତ୍ୟାହାର କରିବା ଉଦ୍ଦେଶ୍ୟରେ ବୁଧବାର ଭୁବନେଶ୍ୱର ରାଜରାସ୍ତାରେ ମତ୍ସ୍ୟଜୀବୀ କଂଗ୍ରେସ । କୃଷି ନୀତି ସାଧାରଣ ଚାଷୀର କୌଣସି କାର୍ଯ୍ୟରେ ଆସିବନି । ଆଗକୁ ଏ ଆନ୍ଦୋଳନ ଅଧିକ ତୀବ୍ର ହେବ ।

ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ । ଆଇନ ଆଣିଲେ କଣ ହେବ, ସାଧାରଣ ଲୋକଙ୍କ ହିତରେ ଆସିବା ଦରକାର ବୋଲି ସ୍ବର ଉଠାଇଛି କଂଗ୍ରେସ । ଚିଲିକା ଏବଂ ବିଭିନ୍ନ ନଈରେ ମତ୍ସ୍ୟଜୀବୀ ଯେଉଁଭଳି ହଇରାଣ ହେଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ।

ମତ୍ସ୍ୟଜୀବୀଙ୍କର ସୁରକ୍ଷା ଦାବି ନେଇ କଂଗ୍ରେସର ଧାରଣା ଓ ବିକ୍ଷୋଭ
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 6, 2021, 7:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.