ETV Bharat / city

ପିପିଲି ଉପନିର୍ବାଚନ: କଂଗ୍ରେସ-ବିଜେଡିର ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା - ପିପିଲ ନିର୍ବାଚନ ପାଇଁ କଂଗ୍ରେସର ବ୍ଲୁ ପ୍ରିଣ୍ଟ

ଆଗକୁ ପିପିଲି ଉପନିର୍ବାଚନ । ଏନେଇ ପ୍ରସ୍ତୁତ 3 ପ୍ରମୁଖ ଦଳ । ବିଜେପି ଓ ବିଜେଡିକୁ ଟକ୍କର ଦେବାକୁ କଂଗ୍ରେସ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ଅଧିକ ପଢନ୍ତୁ...

ପିପିଲ ନିର୍ବାଚନ ପାଇଁ କଂଗ୍ରେସର ବ୍ଲୁ ପ୍ରିଣ୍ଟ

author img

By

Published : Mar 26, 2021, 12:23 PM IST

Updated : Mar 26, 2021, 4:32 PM IST

ଭୁବନେଶ୍ବର: ଆଗକୁ ପିପିଲି ଉପନିର୍ବାଚନ । ଏନେଇ ପ୍ରସ୍ତୁତ 3 ପ୍ରମୁଖ ଦଳ । ବିଜେପି ଓ ବିଜେଡିକୁ ଟକ୍କର ଦେବାକୁ କଂଗ୍ରେସ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ପିପିଲି ଉପନିର୍ବାଚନ

ଦୁଇ ଦିନ ମଧ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବ । ପିପିଲି ଉପନିର୍ବାଚନ ପାଇଁ ଦାବିଦାର ଥିବା 3-4 ଜଣ ମଧ୍ୟରୁ କଂଗ୍ରେସ ଟିକେଟ ମିଳିବା ନେଇ ପ୍ରସ୍ତୁତ ହେଉଛି ତାଲିକା। ଏଥିପାଇଁ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି ପିସିସି ସଭାପତି । ଅନ୍ୟପକ୍ଷେ ଗୁରୁବାର ବିଜେପି ପ୍ରାର୍ଥୀ ନାଁ ଘୋଷଣା କରିଛି । ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପିପିଲି ପ୍ରାର୍ଥୀ ଭାବେ ଟିକେଟ୍ ଦେଇଛି ।

ପିପିଲ ନିର୍ବାଚନ ପାଇଁ କଂଗ୍ରେସର ବ୍ଲୁ ପ୍ରିଣ୍ଟ

ସେପଟେ ବିଜେଡି ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ମଧ୍ୟ କହିଛନ୍ତି ବିଜେଡି ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 26, 2021, 4:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.