ETV Bharat / city

ରିମାଣ୍ଡରେ ଯିବେ IFS ଅଭୟ ପାଠକ, SDJM କୋର୍ଟ ଦେଲେ ଅନୁମତି

author img

By

Published : Dec 22, 2020, 12:18 PM IST

ମଙ୍ଗଳବାର IFS ଅଭୟ ପାଠକ ରିମାଣ୍ଡରେ ଯିବେ । ଏ ନେଇ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...

Commissionrate police takes IFS Abhay pathak in 2 days remand
ରିମାଣ୍ଡରେ ଯିବେ IFS ଅଭୟ ପାଠକ, SDJM କୋର୍ଟ ଦେଲେ ଅନୁମତି

ଭୁବନେଶ୍ବର: ସ୍କାଏକିଙ୍କ 65 ଲକ୍ଷ ଠକେଇ ମାମଲାରେ ରିମାଣ୍ଡରେ ଯିବେ ଆଇଏଫ ଏସ ଅଭୟ ପାଠକ। ଏନେଇ ଏସଡ଼ିଜେଏମ୍ କୋର୍ଟରେ 2 ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ସୋମବାର କମିଶନରେଟ ପୋଲିସ ଏସଡ଼ିଜେଏମ୍ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିଥିଲା ।

ପୁର୍ବରୂ ପୁଅ ଆକାଶ ପାଠକକୁ 4 ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା ପୋଲିସ। ତେବେ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର ପରେ ପୁଣି ଜେଲ ହାଜତକୁ ଆକାଶଙ୍କୁ ପଠାଯାଇଥିଲା । ତେବେ ପୁଅ ଓଗାଳିଥିବା ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ IFS ଅଭୟ ପାଠକଙ୍କୁ ମଙ୍ଗଳବାର ରିମାଣ୍ଡରେ କମିସନରେଟ ପୋଲିସ ନେଇ ଅଧିକ ପଚରାଉଚରା କରିବ । ତେବେ ଏହି ଜେରା ସମୟରେ ପୋଲିସକୁ ଅଧିକ ତଥ୍ଯ ମିଳିବ ବୋଲି ଆଶା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.