ETV Bharat / city

ଯକ୍ଷ୍ମା ଡାକ୍ତରଖାନାରେ କଙ୍କାଳର ପରିଚୟ ଖୋଜିବ କମିଶନରେଟ ପୋଲିସ - ମହିଳା କଙ୍କାଳ ମିଳିବା ଘଟଣା

ଯାଆଁଳା ଫାଣ୍ଡି ପରିସରରୁ ଜବତ କାରରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଧିକ ପଢନ୍ତୁ...

ଯକ୍ଷ୍ମା ଡାକ୍ତରଖାନାରେ କଙ୍କାଳର ପରିଚୟ ଖୋଜିବ କମିସନରେଟ ପୋଲିସ

author img

By

Published : Mar 25, 2021, 9:37 PM IST

ଭୁବନେଶ୍ବର: ଯାଆଁଳା ଫାଣ୍ଡି ପରିସରରୁ ଜବତ କାରରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ । କମିଶନରେଟ ପୋଲିସ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଛି । ତେବେ ସେ ଯକ୍ଷ୍ମାରେ ଆକ୍ରାନ୍ତ ଥିବା ଡାକ୍ତରୀ ରିପୋର୍ଟରୁ ତଥ୍ୟ ମିଳିଥିବାବେଳେ ଯକ୍ଷ୍ମା ଡାକ୍ତରଖାନାରେ କଙ୍କାଳର ପରିଚୟ ଖୋଜିବ କମିଶନରେଟ ପୋଲିସ ।

ଯକ୍ଷ୍ମା ଡାକ୍ତରଖାନାରେ କଙ୍କାଳର ପରିଚୟ ଖୋଜିବ କମିସନରେଟ ପୋଲିସଯକ୍ଷ୍ମା ଡାକ୍ତରଖାନାରେ କଙ୍କାଳର ପରିଚୟ ଖୋଜିବ କମିସନରେଟ ପୋଲିସ

କଙ୍କାଳ ମିଳିବା ପରେ ଏହାର ବ୍ୟବଚ୍ଛେଦ କରାଯାଇଥିଲା । ଏହି ରିପୋର୍ଟରେ ଉକ୍ତ ମହିଳା ଜଣଙ୍କ ଯକ୍ଷ୍ମା ରୋଗରେ ପୀଡିତ ଥିବା ଜଣାପଡିଥିଲା । ତେଣୁ ସବୁ ଯକ୍ଷ୍ମା ଡାକ୍ତରଖାନାରେ କଙ୍କାଳର ବା ମହିଳାଙ୍କର ପରିଚୟ ଖୋଜିବ କମିଶନରେଟ ପୋଲିସ । ଏଥିପାଇଁ ଚିକିତ୍ସିତ ହେଉଥିବା ମହିଳାଙ୍କ ଠିକଣା ଓ ମୋବାଇଲ ନମ୍ବର ଆଣି ପରିବାର ସହ ସମ୍ପର୍କ କରିବ ପୋଲିସ । ଏହାପରେ ଯଦି କଙ୍କାଳର ସ୍କେଚ ସହ କୌଣସି ମହିଳାଙ୍କର କିଛି ସାମଞ୍ଜସ୍ୟ ଥାଏ ତେବେ ଏହି ଦିଗରେ ତଦନ୍ତକୁ ବ୍ୟାପକ କରାଯିବ । ଗତ ଫେବୃଆରୀ ମାସରେ ମହିଳାଙ୍କର ସ୍କେଲିଟନ ବାହାରିଥିବାବେଳେ ଅଧିକ ଖୋଳତାଡ଼ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ କଙ୍କାଳର ଆକୃତି ତିଆରି କରି ପୋଷ୍ଟର ଲଗାଇବା କମିଶନରେଟ ପୋଲିସ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.