ETV Bharat / city

ଘୁଁ ଘୁଁ ଶବ୍ଦ କରି ଚକ୍କର କାଟୁଥିଲେ, ଘରୁ ଗାଡି ଉଠାଇ ଆଣିଲା ପୋଲିସ - ଭୁବନେଶ୍ବର କମିଶନରେଟ ପୋଲିସ

ରାସ୍ତାରେ ଘୁଁ ଘୁଁ ଶବ୍ଦ କରି ଚକ୍କର କାଟୁଥିଲେ । ଘରକୁ ଯାଇ ଗାଡି ଉଠାଇ ଆଣିଲା ପୋଲିସ । ତେବେ ରାସ୍ତାରେ ରୋମିଓ ଷ୍ଟାଇଲରେ ବୁଲୁ ଥିବାବେଳେ ପୋଲିସ ଦେଖିବା ପରେ ଘରୁ ଯାଇ ଉଠାଇ ଆଣିଛି ଗାଡି । ଅଧିକ ପଢନ୍ତୁ

ବାଇକ୍‌ ରୋମିଓଙ୍କ ଗାଡିକୁ ଉଠାଇଲା ପୋଲିସ
ବାଇକ୍‌ ରୋମିଓଙ୍କ ଗାଡିକୁ ଉଠାଇଲା ପୋଲିସ
author img

By

Published : Mar 15, 2022, 5:31 PM IST

Updated : Mar 15, 2022, 5:43 PM IST

ଭୁବନେଶ୍ବର: ରାସ୍ତାରେ ଘୁଁ ଘୁଁ ଶବ୍ଦ କରି ଚକ୍କର କାଟୁଥିଲେ । ଘରକୁ ଯାଇ ଗାଡି ଉଠାଇ ଆଣିଲା ପୋଲିସ । ତେବେ ରାସ୍ତାରେ ରୋମିଓ ଷ୍ଟାଇଲରେ ବୁଲୁ ଥିବାବେଳେ ପୋଲିସ ଦେଖିବା ପରେ ଘରୁ ଯାଇ ଉଠାଇ ଆଣିଛି ଗାଡି ।

ଘୁଁ ଘୁଁ ଶବ୍ଦ କରି ଚକ୍କର କାଟୁଥିଲେ, ଘରୁ ଗାଡି ଉଠାଇ ଆଣିଲା ପୋଲିସ

ଗାଡିର ସାଇଲେନ୍ସର ପାଇପ ଖୋଲି ବିକଟାଳ ଶବ୍ଦ କରି ଜଣେ ଯୁବକ ଚଲାଉଥିବାବେଳେ ଗାଡିକୁ ଉଠାଇ ଆଣିଛି ପୋଲିସ । ତେବେ ଟ୍ରାଫିକ ଥାନାରେ ରଖି ପୋଲିସ ସମ୍ପୃକ୍ତ ଯୁବକକୁ ଡକ୍ୟୁମେଣ୍ଟ ମାଗିଛି । ଏଥିସହ 52 mv act penal provision 182ରେ ଏନଫୋର୍ସମେଣ୍ଟ ହେଉଛି ବୋଲି ପୋଲିସ କହିଛି ।

ଅନ୍ୟପଟେ 80 ଡେସିବେଲରୁ ଅଧିକ ଶବ୍ଦରେ ବିକଟାଳ ଶବ୍ଦ କରି ଗାଡି ଚଲାଇବ ସେହି ସବୁ ଗାଡିକୁ ଧରିବ ପୋଲିସ । ଏହି ଆଧାରରେ 46ଟି ଗାଡି ଜବତ କରିବା ଏଭଳି ମୋଡିଫାଏଡ ସାଇଲେନ୍ସର ବିକୁଥିବା ଦୋକାନରେ ରେଡ କରି ସହ 147ଟି ମୋଡିଫାଏଡ ସାଇଲେନ୍ସର ଜବତ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 15, 2022, 5:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.