ETV Bharat / city

ଅପରେସନ ବେଳେ ଅପରାଧୀ ସହ ଡିଲ, ନିଲମ୍ବିତ ହେଲେ କମିଶନରେଟ ଏଏସଆଇ

ଅପରେସନ ବେଳେ ଅପରାଧୀ ସହ ଡିଲ ପଡିଲା ମହଙ୍ଗା । ନିଲମ୍ବିତ ହେଲେ କମିଶନରେଟ ଏଏସଆଇ । ଅର୍ଜୁନ କହଁର ନାମକ ଏଏସଆଇକୁ ନିଲମ୍ବିତ କରାଯାଇଛି ।

author img

By

Published : Nov 19, 2019, 5:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦୁର୍ନୀତିରେ ଛାଇଗଲାଣି କମିଶନରେଟ ପୋଲିସ । କିଛିଦିନ ପୂର୍ବେ ଜଣେ କନଷ୍ଟେବଳ ଗିରଫ ପରେ ଏବେ ଜଣେ ଏଏସଆଇ ନିଲମ୍ବିତ । ଅର୍ଜୁନ କହଁର ନାମକ ଏଏସଆଇକୁ ନିଲମ୍ବିତ କରାଯାଇଛି ।

ସ୍ପେଶାଲ ସ୍କ୍ବାର୍ଡର କାମ କରୁଥିବା ଏହି ଅଣ୍ଡରକଭର ଏଏସଆଇ ସ୍ପେଶାଲ ଅପରେସନରେ ଅପରାଧୀ ସହ ଡିଲ କରିଥିଲେ । ଯାହାକୁ ନେଇ ଡିଜିଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ତାଙ୍କୁ ନିଲମ୍ବନ କରାଯାଇଛି ।

ତେବେ ସ୍ପେଶାଲ ସ୍କ୍ବାଡ ଭଳି ସ୍ବତନ୍ତ୍ର ୟୁନିଟ ଯେ,କି କ୍ରାଇମ ସିଣ୍ଡିକେଟ ଓ କ୍ରିମିନାଲଙ୍କ ଉପରେ ନଜର ରଖିଥାନ୍ତି, ବିଶେଷ କରି ଥାନାସ୍ତରରେ ହେଉଥିବା ଅପରାଧକୁ ସ୍ପେଶାଲ ସ୍କ୍ବାଡ ଅଧିକାରୀ ଧରିଥାନ୍ତି । ସେଭଳି ଏକ ତଦନ୍ତକାରୀ ସଂସ୍ଥାରେ ଏଭଳି କର୍ମଚାରୀଙ୍କ ଏପରି ଭୂମିକା କମିଶନରେଟ ପୋଲିସର ଭାବମୂର୍ତ୍ତିକୁ ଦୋହଲାଇ ଦେଇଛି ।

ଯେଉଁଠି ସରକାର ସ୍ବଛତା ଆଣିବାକୁ ଗୁରୁତ୍ବ ଦେଉଛନ୍ତି ସେଠି ପୋଲିସ କର୍ମଚାରୀଙ୍କ ଏପରି ଭୂମିକା ଜନସାଧାରଣ ମଧ୍ୟରେ କମିଶନରେଟ ପୋଲିସର ଚେହେରାକୁ ବଦନାମ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଅପରେସନ ବେଳେ ଅପରାଧି ସହ ଡିଲ,
ନିଲମ୍ବିତ ହେଲେ କମିସନରେଟ ଏଏସଆଇBody:

ଦୁର୍ନିତିରେ ଛାଇଗଲାଣି କମିସନରେଟ ପୋଲିସ।କିଛିଦିନ ପୁର୍ବେ ଜଣେ କନଷ୍ଟେବଳ ଗିରଫ ପରେ ଏବେ ଏଏସଆଇ ନିଲମ୍ବିତ।ଅର୍ଜୁନ କହଁର ନାମକ ଏଏସଆଇକୁ ନିଲମ୍ବିତ କରାଯାଇଛି।ସ୍ପେଶାଲ ସ୍କ୍ବାଡର କାମ କରୁଥିବା ଏହି ଅଣ୍ଡରକଭର ଏସଏସଆଇ ସ୍ପେଶାଲ ଅପରେସନରେ କରିଲେ ଡିଲ।ଯାହାକୁ ନେଇ ଡିଜିଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଭୁବନେଶ୍ବର ଡିସିପିଙ୍କ ରିପୋର୍ଟ ପରେ ନିଲମ୍ବିତ ହୋଇଛନ୍ତି ଏହି ଏଏସଆଇ।ତେବେ ସ୍ପେଶାଲ ସ୍କ୍ବାଡ ଭଳି ସ୍ବତନ୍ତ୍ର ୟୁନିଟ ଯେକି କ୍ରାଇମ ସିଣ୍ଡିକେଟ ଓ କ୍ରିମିନାଲଙ୍କ ଉପରେ ନଜର ରଖିଥାନ୍ତି।ବିଶେଷ କରି ଥାନା ଲେଭଲରେ ଅପରାଧ ଥାନା ଅଗୋଚରରେ ହେଉଥିଲେ ସ୍ପେଶାଲ ସ୍କ୍ବାଡ ଅଧିକାରି ଧରିଥାନ୍ତି।ତେବେ ସେଭଳି ଏକ ତଦନ୍ତକାରି ସଂସ୍ଥାରେ ଏଭଳି କର୍ମଚାରିଙ୍କ ଏପରି ଭୁମିକା କମିସନରେଟ ପୋଲିସର ଭାବମୁର୍ତିକୁ ଦୋହଲାଇଦେଇଛି।ଯେଉଁଠି ସରକାର ସ୍ବଛତା ଆଣିବାକୁ ଗୁରୁତ୍ ଦେଉଛନ୍ତି ସେଠି ପୋଲିସ କର୍ମଚାରିଙ୍କ ଏପରି ଭୁମିକା ଜନସାଧାରଣ ମଧ୍ଯରେ କମିସନରେଟ ପୋଲିସର ଚେହରାକୁ ଏକ ବଦନାମ କରିଛି। ଏଭଳି ସ୍ଥିତିରେ ପୋଲିସ କମିସନର ଏକ ସ୍ୂତନ୍ତ୍ର ପଦକ୍ଷେପ ନେଇ ଏଭଳି କର୍ମଚାରିମାନଙ୍କ ଗତିବିଧି ଉପରେ ନଜର ରଖଇବାକୁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.