ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ କମିଶନର ଡ. ସୁଧାଂଶୁ ଷଡଙ୍ଗୀ । ଆଜି କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ନୂତନ ଭାବରେ 1995 ବ୍ୟାଚର ଆଏଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦୈତନଗରୀର ପୋଲିସ କମିଶନର ଭାବରେ ସରକାର ନିଯୁ୍କ୍ତି ଦେଇଛନ୍ତି ।
-
I have relinquished charge as Commissioner of Police of twin city.
— Dr Sudhanshu Sarangi (@SarangiSudhansu) March 8, 2021 " class="align-text-top noRightClick twitterSection" data="
I thank the State Government for the opportunity to serve as CP.
I would remember this challenging tenure amidst Covid-19 & will derive satisfaction that I gave my best & received love & respect of the people. 🙏
">I have relinquished charge as Commissioner of Police of twin city.
— Dr Sudhanshu Sarangi (@SarangiSudhansu) March 8, 2021
I thank the State Government for the opportunity to serve as CP.
I would remember this challenging tenure amidst Covid-19 & will derive satisfaction that I gave my best & received love & respect of the people. 🙏I have relinquished charge as Commissioner of Police of twin city.
— Dr Sudhanshu Sarangi (@SarangiSudhansu) March 8, 2021
I thank the State Government for the opportunity to serve as CP.
I would remember this challenging tenure amidst Covid-19 & will derive satisfaction that I gave my best & received love & respect of the people. 🙏
ପୋଲିସ କମିଶନର ଭାବରେ ଦୈତନଗରୀର ସେବା କରିବାର ସୁଯୋଗ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କମିଶନର ଡ. ସୁଧାଂଶୁ ଷଡଙ୍ଗୀ । ଏହା ସଫଳ କାର୍ଯ୍ୟକାଳ ଥିଲା ବୋଲି କହିଛନ୍ତି । ଏହା ସହ ସାରା ବିଶ୍ବକୁ ଦୋହଲାଇ ଦେଇଥିବା କୋରୋନା ମହାମାରୀ ସମୟରେ କାର୍ଯ୍ୟକୁ ଅତ୍ୟନ୍ତ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା ବୋଲି କହିଛନ୍ତି । ଏହି କାର୍ଯ୍ୟକାଳରେ ମୁଁ ଲୋକଙ୍କୁ ମୋର ପାରୁ ପର୍ଯ୍ୟନ୍ତ ସେବା ଯୋଗାଇଛି ବୋଲି କହିଛନ୍ତି । 1988 ବ୍ୟାଚର ଆଇଏଏସ ଅଫିସର ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ସେବା ଓ ଗୃହ ନିର୍ମାଣ ବିଭାଗରେ ନିଯୁକ୍ତି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ