ETV Bharat / city

ଭିନ୍ନକ୍ଷମ ଯୁବତୀଙ୍କୁ ଯୌନଶୋଷଣ ଘଟଣା, ଯାଞ୍ଚ ଆରମ୍ଭ କଲେ କମିଶନର - commission start investigation

ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘରେ ପହଞ୍ଚିଲେ ଭିନ୍ନକ୍ଷମ କମିଶନର। ମହାସଙ୍ଘରେ ଯୌନ ନିର୍ଯାତନା ମାମଲାରେ କମିଶନଙ୍କ ତଦନ୍ତ ଆରମ୍ଭ।

ଭିନ୍ନକ୍ଷମ କମିଶନଙ୍କ ଯାଞ୍ଚ ଆରମ୍ଭ
ଭିନ୍ନକ୍ଷମ କମିଶନଙ୍କ ଯାଞ୍ଚ ଆରମ୍ଭ
author img

By

Published : Jan 25, 2021, 1:13 PM IST

Updated : Jan 25, 2021, 2:35 PM IST

ଭୁବନେଶ୍ବର: ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ ଘଟଣା । ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘରେ ପହଞ୍ଚିଲେ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ । ମହାସଙ୍ଘରେ ଯୌନ ନିର୍ଯାତନା ମାମଲାରେ କମିଶନଙ୍କ ତଦନ୍ତ ଆରମ୍ଭ।

ଭିନ୍ନକ୍ଷମ କମିଶନଙ୍କ ଯାଞ୍ଚ ଆରମ୍ଭ
ଭିନ୍ନକ୍ଷମ କମିଶନଙ୍କ ଯାଞ୍ଚ ଆରମ୍ଭ

ମହାସଙ୍ଘର ସାଧାରଣ ସମ୍ପାଦକଙ୍କ ଚାମ୍ବରରେ ଯାଞ୍ଚ ଆରମ୍ଭ ହୋଇଛି । ମହାସଙ୍ଘରେ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ସେପଟେ କମିଶନଙ୍କ ପାଞ୍ଚ ମିନିଟ ତଦନ୍ତ ପରେ ଘଟଣାସ୍ଥଳରୁ ଫେରିଯିବା ଘଟଣା ନେଇ ପ୍ରଶ୍ନ ଉଠାଇଲେ ମହାସଙ୍ଘ ବିରୋଧରେ ଆଣିଥିବା ଅଭିଯୋଗକାରୀ।

ଏପରିକି ଘଟଣାର କାର୍ଯାନୁଷ୍ଠାନ ନେବାରେ ବିଳମ୍ବ ସତ୍ବେ କମିଶନଙ୍କ ଏପରି ତଦନ୍ତ କେଉଁଆଡ଼କୁ ଯାଉଛି, କଣ କାର୍ଯାନୁଷ୍ଠାନ ନେଉଛନ୍ତି ତାହା ଉପରେ ଆଶାବାଦୀ ଅଛନ୍ତି। ସେପଟେ ଏନେଇ ତଳଠୁ ଉପର ସ୍ତରର ଅଧିକ ସମ୍ପୃକ୍ତ ଥିବା ସେ ଅଭିଯୋଗ ବାଢିଛନ୍ତି। ଏପରିକି ଘଟଣା ଚାପିବାକୁ ମନ୍ତ୍ରୀ ଉଦ୍ୟମ କରୁଥିବା ମିଡିଆ ସାମ୍ନାରେ କହିଛନ୍ତି ଅଭିଯୋଗକାରିଣୀ।

ଭିନ୍ନକ୍ଷମ କମିଶନଙ୍କ ଯାଞ୍ଚ ଆରମ୍ଭ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 25, 2021, 2:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.