ETV Bharat / city

ଜନତାଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ ଆମର କର୍ତ୍ତବ୍ୟ: ନବୀନ - collacter meet

ଦୁଇ ଦିନିଆ ଆଇଏସ ସମ୍ମିଳନୀ ଲୋକସେବା ଭବନ ପରିସରରେ ନବନିର୍ମିତ କନଭେକ୍ସନ ସେଣ୍ଟରରେ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀରେ ଆଇଏଏସ ଅଫିସରଙ୍କୁ ମାର୍ଗଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଢନ୍ତୁ...

ଜନତାଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ ଆମର କର୍ତ୍ତବ୍ୟ: ନବୀନ

author img

By

Published : Jan 17, 2020, 1:09 PM IST

ଭୁବନେଶ୍ବର: ପଞ୍ଚମ ପାଳି ସରକାରରେ ଆଇଏଏସ ଅଫିସରଙ୍କ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଦୁଇ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀ ଲୋକସେବା ଭବନ ପରିସରରେ ନିର୍ମିତ କନଭେକ୍ସନ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି।

ଆଇଏଏସ ଅଫିସର ସମ୍ମିଳନୀରେ ଅଫିସରଙ୍କୁ ମାର୍ଗଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ‘ଜନତା ହିଁ ଭଗବାନ, ସେମାନେ ହିଁ ଆମର ଶାସନ ବିନ୍ଦୁ। ଆମ ସରକାର ଉପରେ ସାଧାରଣ ଲୋକଙ୍କ ଅତୁଟ ଆଶା ଓ ବିଶ୍ବାସ ରହିଛି। ଆମ ପରିଜନ ଯେପରି ଆମ ବାପା, ମା’ଙ୍କୁ ଆମେ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥାଉ, ସେହିପରି ସେବା ସମସ୍ତ ଜନତା ପାଇବା ଦରକାର। କାରଣ ସାଢେ 4 କୋଟି ଓଡିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର। ସେମାନଙ୍କ ଆର୍ଶୀବାଦରୁ ମୁଁ ଗତ 20 ବର୍ଷ ହେଲା ଲୋକଙ୍କ ସେବା କରିବାର ସୁଯୋଗ ପାଇଛି । ମୁଁ ଚାହେଁ ମୋ ପରିବାରର ସମସ୍ତଙ୍କୁ ସୁଖ, ସୁବିଧା ମିଳୁ। ଆଉ ମୁଁ ମୋର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଆସୁଛି । ଲୋକଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ କରିବା ଆମର କର୍ତ୍ତବ୍ୟ।’

ଜନତାଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ ଆମର କର୍ତ୍ତବ୍ୟ: ନବୀନ

ନିଜ ଉଦବୋଧନରେ ଏପରି କିଛି କହିଛନ୍ତି ମୁଖ୍ୟମନ୍ତ୍ରୀ। ‘5T’ ଏବଂ ‘ମୋ ସରକାର’ ସମ୍ପର୍କରେ ମଧ୍ୟ ନିଜର ମତାମତ ରଖିଛନ୍ତି ସେ। ଏହାସହ ସେ ସେଠାରେ ଉପସ୍ଥିତ ସମସ୍ତ ମନ୍ତ୍ରୀ ଓ ଅଫିସରଙ୍କୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିଜର ଆଇଡିଆ ଦେବାକୁ ପରାମର୍ଶ ଦେବା ସହ ଏମିତି ଜ୍ଞାନ ଦିଅନ୍ତୁ ଯାହା ଗେମ୍ ଚେଞ୍ଜର ହେବ ବୋଲି କହିଥଲେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପଞ୍ଚମ ପାଳିର ସରକାରରେ ଆଇଏଏସ ମାନଙ୍କ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |ଲୋକସେବା ଭବନ ପରିସରରେ ନବନିର୍ମିତ କନଭେକ୍ସନ ସେଣ୍ଟର ରେ ଅନୁଷ୍ଠିତ ହେଉଛି ଦୁଇଦିନିଆ ସମ୍ମିଳନୀ |IAS ଅଫିସର ସମ୍ମିଳନୀରେ ଅଫିସରଙ୍କୁ ମାର୍ଗଦର୍ଶନ କଲେ ନବୀନ |ଲୋକମାନେହିଁ ପ୍ରଭୁ, ସେମାନେହିଁ ଆମର ଶାସନ ବିନ୍ଦୁ, Body:ଆମ ସରକାର ଉପରେ ସାଧାରଣ ଲୋକଙ୍କର ଅତୁଟ ଆଶା ଓ ବିଶ୍ୱାସ ରହିଛି |ଆମ ବପା ଆଉ ମା ଭଳି ସ୍ୱାସ୍ଥ୍ୟ ସେବା ସମସ୍ତେ ପାଆନ୍ତୁ |ସାଢେ 4 କୋଟି ଓଡିଶା ବାସୀଙ୍କୁ ନେଇ ମୋର ଗୋଟିଏ ପରିବାର |ସେମାନଙ୍କ ଆସରିବାଦରୁ ମୁଁ ଗତ 20 ବର୍ଷ ହେଲା ସେମାନଙ୍କର ସେବା କରୁଛି |ମୁଁ ଚାହେଁ ମୋ ପରିବାରର ସମସ୍ତଙ୍କୁ ସୁଖ ସୁବିଧା ମିଳୁ |ଲୋକଙ୍କୁ ସର୍ବ ଶେଷ୍ଠ ସେବା ପ୍ରଦାନ କରିବା ଆମର କର୍ତବ୍ୟ |ଉପସ୍ଥିତ ମନ୍ତ୍ରୀ ଅଫିସରଙ୍କୁ ଶପଥ ପାଠ କରାଇଲେ ନବୀନ |ଲୋକମାନେ ହିଁ ଗଣତନ୍ତ୍ରର ମୂଳଧାରା, ସବୁ ପ୍ରତିଷ୍ଠାନ ଲୋକଙ୍କ ପାଇଁ |ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତିକୁ ମର୍ଯ୍ୟଦା ଦିଅନ୍ତୁ |ଉପସ୍ଥିତ ଅଧିକାରୀଙ୍କୁ କିଛି ଯୁଗାନ୍ତ କରି ଆଇଡ଼ିଆ ଦେବାକୁ ଦେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ |ଏମିତି ଜ୍ଞାନ ଦିଅନ୍ତୁ ଯାହା କି ଗେମ ଚେଞ୍ଜର ହେବ କହିଲେ ନବୀନ |

Conclusion:ଏହି ପରିବାର ର ସାମଗ୍ରିକ ପରିବର୍ତ୍ତନ ପାଇଁ ଯେଉଁ ଏଜେଣ୍ଡା ରହିଛି ,ତାର ସଫଳତା ପାଇଁ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.