ETV Bharat / city

ବିଧାନସଭାରେ ଉଠିଲା କୋଷ୍ଟାଲ ହାଇୱେ ପ୍ରକଳ୍ପ ପ୍ରସଙ୍ଗ - କୋଷ୍ଟାଲ ହାଇୱେ ପ୍ରକଳ୍ପ

ବିଧାନସଭାରେ ଉଠିଲା କୋଷ୍ଟାଲ ହାଇୱେ ପ୍ରକଳ୍ପ ପ୍ରସଙ୍ଗ । ଏନେଇ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ମେସର୍ସ ଚୈତନ୍ୟ ପ୍ରୋଜେକ୍ଟ କନସଲଟାନ୍‌ସି ଓ ଆରଆରଡିକୁ ଡିପିଆର ପ୍ରସ୍ତୁତ କରିବା ପାଇଁ ଦାୟିତ୍ବ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Jul 29, 2019, 12:59 PM IST

ଭୁବନେଶ୍ବର: ବିଧାନସଭାରେ କୋଷ୍ଟାଲ ହାଇୱେ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏଥିସହ କୋଷ୍ଟାଲ ହାଇୱେ ପ୍ରସ୍ତୁତ ପାଇଁ ହୋଇଛି ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) । ଏହା ଡିପିଆରରେ ସଂଶୋଧନ ହେବ । ଏହାସହ ସମୁଦ୍ର କୂଳେ କୂଳେ ରାସ୍ତା କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର । ସମୁଦ୍ର ଉପକୂଳରେ 414 କିଲୋମିଟର ରାସ୍ତା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଏହାସହ ରାଜ୍ୟ ସରକାର ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିଛନ୍ତି ଯେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କୋଷ୍ଟାଲ ହାଇଓ୍ୱେ ନିର୍ମାଣ କରାଯାଉ । ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ଓ ରାଜ୍ୟର ବିଭିନ୍ନ ସମୁଦ୍ର ତରବର୍ତ୍ତୀ ଅଞ୍ଚଳ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ମେସର୍ସ ଚୈତନ୍ୟ ପ୍ରୋଜେକ୍ଟ କନସଲଟାନ୍‌ସି ଓ ଆରଆରଡିକୁ ଡିପିଆର ପ୍ରସ୍ତୁତ କରିବା ପାଇଁ ଦାୟିତ୍ବ ଦିଆଯାଇଥିବା କଥା କହିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Coastal high way ପାଇଁ ପ୍ରସ୍ତୁତ ହୋଇଛି DPR। DPR ରେ ସଂଶୋଧନ ହେବ। ସମୁଦ୍ର କୂଳେ କୂଳେ ରାସ୍ତା କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର। ସମୁଦ୍ର ଉପକୂଳ ରେ 414 କିଲୋମିଟର ରାସ୍ତା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସୂଚନା ଦେଲେ ଫୁର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।Body:ବାଇଟ ପ୍ରଫୁଲ୍ଲ ମଲିକ, ପୂର୍ତ୍ତ ମନ୍ତ୍ରୀConclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.