ETV Bharat / city

'ମେଣ୍ଟ ନୁହେଁ ସମଦୂରତ୍ୱରେ କାଏମ ବିଜେଡି'

ଓଡ଼ିଶାରେ ହେବ କି ବିଜେପି-ବିଜେଡି ମେଣ୍ଟ ? ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ଠାରୁ ଓଡିଶା ଗସ୍ତରେ ଆସିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସେବେଠୁ କିଛି ନୂଆ ବାର୍ତ୍ତା ଦେଇଗଲେ ।

author img

By

Published : May 14, 2019, 10:25 PM IST

ଫଟୋ ସୌଜନ୍ୟ- ସମ୍ବାଦାଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡ଼ିଶାରେ ହେବ କି ବିଜେପି-ବିଜେଡି ମେଣ୍ଟ ? ଏନେଇ ଆକଳନ ଜୋର ଧରିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ଠାରୁ ଓଡିଶା ଗସ୍ତରେ ଆସିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସେବେଠୁ କିଛି ନୂଆ ବାର୍ତ୍ତା ଦେଇଗଲେ। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ କିଛି ନୂଆ କଥା ନୁହେଁ। ଏହାରି ଭିତରେ କେନ୍ଦ୍ର ସରକାରଙ୍କୁ ନବୀନ ଧନ୍ୟବାଦ ଦେବା ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପ୍ରଶଂସା କରିବା, ଏବେ ରାଜ୍ୟ ରାଜନିତୀରେ ଚର୍ଚ୍ଚା ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ହେଲେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଥମୁନଥିବା ବେଳେ ବିଜେଡି ନିଜର ମତ ରଖିଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ, " ଆମେ ସମଦୂରତ୍ୱ ବଜାୟ ରଖି ଆସିଛୁ। ବିପର୍ଯ୍ୟୟ ସମୟରେ କେନ୍ଦ୍ର ସହଯୋଗ କରିବା କଥା । ଏହା ସେମାନଙ୍କ ଦାୟିତ୍ବ। ଯଦି ସେମାନେ ଏବେ ଏହି ଦାୟିତ୍ବ ତୁଲାଉଛନ୍ତି ତେଣୁ ଧନ୍ୟବାଦ ଦେବାରେ ଅସୁବିଧା କେଉଁଠି।"

ଅନ୍ୟପଟେ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ବିଜେପି ଫୋକସରେ ଓଡିଶା ରହିଛି । ବିକାଶର ନାରା ଦେଇ ବିଜେପି ଓଡିଶାରେ ବିକାଶର ସୂର୍ଯ୍ୟୋଦୋୟ ନିଶ୍ଚିତ କରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

'ମେଣ୍ଟ ନୁହେଁ ସମଦୂରତ୍ୱ'

ଭୁବନେଶ୍ବର:  ଓଡ଼ିଶାରେ ହେବ କି ବିଜେପି-ବିଜେଡି ମେଣ୍ଟ?  ଏନେଇ ଆଭାସ ମିଳିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ଠାରୁ ଓଡିଶା ଗସ୍ତରେ ଆସିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସେବେଠୁ କିଛି ନୂଆ ବାର୍ତ୍ତା ଦେଇଗଲେ। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ କିଛି ନୂଆ କଥା ନୁହେଁ। ଏହାରି ଭିତରେ କେନ୍ଦ୍ର ସରକାରଙ୍କୁ ନବୀନ ଧନ୍ୟବାଦ ଦେବା ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପ୍ରଶଂସା କରିବା ପରେ ଏବେ ଏହାକୁ ନେଇ ରାଜ୍ୟବ୍ୟାପି ଚର୍ଚ୍ଚା।

ହେଲେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଥମୁନଥିବା ବେଳେ ବିଜେଡି ନିଜର ମତ ରଖିଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ, "ଆମେ ସମଦୂରତ୍ୱ ବଜାୟ ରଖି ଆସିଛୁ। ବିପର୍ଯ୍ୟୟ ସମୟରେ କେନ୍ଦ୍ର ସହଯୋଗ କରିବା କଥା । ଏହା ସେମାନଙ୍କ ଦାୟିତ୍ବ। ଯଦି ସେମାନେ ଏବେ ଏହି ଦାୟିତ୍ବ ତୁଲାଉଛନ୍ତି ତେଣୁ ଧନ୍ୟବାଦ ଦେବାରେ ଅସୁବିଧା କେଉଁଠି"।

ଅନ୍ୟପଟେ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ବିଜେପି ଫୋକସରେ ଓଡିଶା ରହିଛି । ବିକାଶର ନାରା ଦେଇ ବିଜେପି ଓଡିଶାରେ ବିକାଶର ସୂର୍ଯ୍ୟଦୋୟ ନିଶ୍ଚିତ କରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.