ETV Bharat / city

ଫନି ସହାୟତା ପାଇଁ ୫୦ କୋଟି ଦେଲା କୋଲ୍ ଇଣ୍ଡିଆ - ଫନି ସହାୟତା

ଶୁକ୍ରବାର ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ ୫୦କୋଟି ୩୨ଲକ୍ଷ ଟଙ୍କା ପ୍ରଦାନ କରିଛି କୋଲ ଇଣ୍ଡିଆ ଲିମିଟେଡ଼ । କୋଇଲା ମନ୍ତ୍ରଣାଳୟର ସଚିବ ସୁମନ୍ତ ଚୈଧୁରୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚେକ୍ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 13, 2019, 9:22 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରଲିଫ ପାଣ୍ଠିରେ ଆଉ ଏକ ଫନି ବାତ୍ୟା କ୍ଷୟକ୍ଷତି । ଶୁକ୍ରବାର ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ ୫୦କୋଟି ୩୨ଲକ୍ଷ ଟଙ୍କା ପ୍ରଦାନ କରିଛି କୋଲ ଇଣ୍ଡିଆ ଲିମିଟେଡ଼ । କୋଇଲା ମନ୍ତ୍ରଣାଳୟର ସଚିବ ସୁମନ୍ତ ଚୈଧୁରୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚେକ୍ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ଏହି ଅବସରରେ କୋଲ ଇଣ୍ଡିଆ ସହିତ ଓପିଟିସିଏଲ (OPTCL) ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ (OSDMA) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଭୁବନେଶ୍ବର, କଟକ ଏବଂ ପୁରୀ ଅଞ୍ଚଳରେ ଫନି ଦ୍ଵାର ବିଦ୍ୟୁତ ଟ୍ରାନ୍ସମିଶନ କ୍ଷୟକ୍ଷତିର ପୁନରୁଦ୍ଧାର ନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏକ ବର୍ଷ ଭିତରେ ଏହି କାମ ଶେଷ ହେବ। ନେଇ ସୂଚନା ଦେଇଛନ୍ତି କୋଲ ଇଣ୍ଡିଆ ସିଏସଆର ଜିଏମ ଅଜୟ ଚୌଧୁରୀ ।

ଏହି ଅବସରରେ କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶିଷ ଉପାଧ୍ୟୟ ,କୋଲ ଇଣ୍ଡିଆର ଅଧକ୍ଷ ଶ୍ରୀ ଏ.କେ ଝା , ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା, ଓଡ଼ିଶା ଶକ୍ତି ସଚିବ ବିଷ୍ଣୁ ପଦ ସେଠୀ ଏବଂ ମହାନଦୀ କୋଲଡ ଫିଲଡ୍ ଲିମିଟେଡ଼ର ଅଧକ୍ଷ ତଥା ପରିଚାଳନା ନିର୍ଦେଶକ ବିଏନ ଶୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବାତ୍ୟା ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶକ୍ତି ଭିତ୍ତିଭୂମି ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।ଏହାର ପୂନରୁଦାର ପାଇଁ ଆଜି କୋଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ରାଜ୍ୟ ସରକାରଙ୍କ ଓଡଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଫଣ୍ଡ କୁ ୫୦କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।Body:ଆଜି କୋଇଲା ମନ୍ତ୍ରଣାଳୟ ର ସଚିବ ଶ୍ରୀ ସୁମନ୍ତ ଚୈଧୁରୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଏହି ଚେକ୍ ଦେଇଛନ୍ତି ।ଏହି ଅବସରରେ
କୋଲ ଇଣ୍ଡିଆ ସହିତ OPTCL and OSDMA ବୁଝାମଣା ପତ୍ର ସ୍ୱାକ୍ଷରିତ।ଭୁବନେଶ୍ୱର, କଟକ ଏବଂ ପୁରୀ ଅଞ୍ଚଳରେ ଫନି ଦ୍ଵାର ବିଦୂତ ଟ୍ରାନ୍ସମିଶନ କ୍ଷତିର ହେବ ପୁନରୁଦ୍ଧାର ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ। ଏକ ବର୍ଷ ଭିତରେ କାମ ଶେଷ ହେବ।ସୂଚନା ଦେଲେ କୋଲ ଇଣ୍ଡିଆ ସିଏସ ଆର ଜିଏମ ଅଜୟ ଚୌଧୁରୀ।
Conclusion:ଏହି ଅବସରରେ କୋଇଲା ମନ୍ତ୍ରଣାଳୟ ର ଯୁଗ୍ମ ସଚିବ ଶ୍ରୀ ଆଶିଷ ଉପାଧ୍ୟୟ ,କୋଲ ଇଣ୍ଡିଆ ର ଅଧକ୍ଷ ଶ୍ରୀ ଏ.କେ ଝା ,ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ଓଡ଼ିଶା ଶକ୍ତି ସଚିବ ବିଷ୍ଣୁ ପଦ ସେଠୀ ଏବଂ ମହାନଦୀ କୋଲଡ ଫିଲଡ୍ ଲିମିଟେଡ଼ ର ଅଧକ୍ଷ ତଥା ପରିଚାଳନା ନିର୍ଦେଶକ ବିଏନ ଶୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.