ETV Bharat / city

Ind vs SA 2nd T20: ବାରବାଟୀ ଅଭିମୁଖେ ମୁଖ୍ୟମନ୍ତ୍ରୀ - ବାରବାଟୀ ଅଭିମୁଖେ ମୁଖ୍ୟମନ୍ତ୍ରୀ

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ଟି୨୦ ମ୍ୟାଚ୍‌ । ମ୍ୟାଚ ପୂର୍ବରୁ କଟକ ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ । ଅଧିକ ପଢନ୍ତୁ

Ind vs SA 2nd T20: ବାରବାଟୀ ଅଭିମୁଖେ ମୁଖ୍ୟମନ୍ତ୍ରୀ

author img

By

Published : Jun 12, 2022, 7:06 PM IST

Updated : Jun 12, 2022, 8:07 PM IST

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ଟି୨୦ ମ୍ୟାଚ୍‌ । ବାରବାଟୀରେ ମ୍ୟାଚ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀ ବାରବାଟୀ ମ୍ୟାଚ ପୂର୍ବରୁ ଘଣ୍ଟି ବାଡେଇ ଆଜିର ଖେଳର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି ।

Ind vs SA 2nd T20: ବାରବାଟୀ ଅଭିମୁଖେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- Ind vs SA 2nd T20: ବାରବାଟୀରେ ପହଞ୍ଚିଲେ ଦୁଇଦେଶର ଖେଳାଳି

ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଖେଳ ପ୍ରତି ଅହେତୁକ ଦୁର୍ବଳତା ଦେଖାଇଛନ୍ତି । ହକି ହେଉ ବା କ୍ରିକେଟ ମୁଖ୍ୟମନ୍ତ୍ରୀଙ୍କ ସବୁ ଖେଳ ପ୍ରତି ରୁଚି ରହିଛି । ସେ ନିଜେ ଖେଳକୁ ଗୁରୁତ୍ବ ଦେଇ ପ୍ରଚାର ପ୍ରସାର ମଧ୍ୟ କରିଛନ୍ତି । ମ୍ୟାଚ ସମ୍ପର୍କରେ ଆଲୋଚନା କଲେ ପ୍ରଥମ ମ୍ୟାଚ୍‌ରେ ବିଶାଳ ଟାର୍ଗେଟ ସତ୍ତ୍ବେ ଭାରତକୁ ୭ ୱିକେଟରେ ମାତ୍‌ ଦେଇଥିଲା ଦକ୍ଷିଣ ଆଫ୍ରିକା । ଗତ ମ୍ୟାଚ୍‌ରେ କରିଥିବା ସମସ୍ତ ଭୁଲ୍‌ ସୁଧାରି ଆଜିର ମ୍ୟାଚ୍‌ରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ଭାରତ । ସେପଟେ ଦକ୍ଷିଣ ଆଫ୍ରିକା ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 12, 2022, 8:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.