ETV Bharat / city

ନବ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନଙ୍କ ନିର୍ଦ୍ଦେଶ, ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗକୁ ନିଅ - Naveen patnaik instructs news

ତୁରନ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଆଗକୁ ନେବାକୁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଉନ୍ନୟନ ମୂଳକ କାର୍ଯ୍ୟ ଆଗକୁ ନେବାକୁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନଙ୍କ ନିର୍ଦ୍ଦେଶ

author img

By

Published : Mar 3, 2022, 9:42 AM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏବେ ନିର୍ବାଚନ ଶେଷ ହୋଇଛି । ଫଳ ମଧ୍ୟ ପ୍ରକାଶ ପାଇଛି । ଏବେ ଲୋକଙ୍କ ଲାଗି କାର୍ଯ୍ୟକ୍ରମ କରିବା ସମୟ । ତେଣୁ, ତୁରନ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଆଗକୁ ନେବାକୁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଉନ୍ନୟନ ମୂଳକ କାର୍ଯ୍ୟ ଆଗକୁ ନେବାକୁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନଙ୍କ ନିର୍ଦ୍ଦେଶ

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ଲୋକଙ୍କ ସୁଖ ଦୁଃଖରେ ରହିବେ ନବ ନିର୍ବାଚିତ ଲୋକ ପ୍ରତିନିଧି । ଲୋକଙ୍କ ହିତ ଲାଗି କାର୍ଯ୍ୟ ଯୋଗୁଁ ବିଜେଡିକୁ ଏହି ସଫଳତା ମିଳିଛି । ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା, ଉନ୍ନୟନମୂଳକ କାର୍ଯ୍ୟ ଲୋକଙ୍କ ପାଖକୁ ପୁନର୍ବାର ଯିବାକୁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.