ଭୁବନେଶ୍ବର: ଆଜି ପବିତ୍ର ଘୋଷଯାତ୍ରା । ଶ୍ରୀଗୁଣ୍ଡିଚା ଅବସରରେ ରାଜ୍ୟବସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ।
-
ଶ୍ରୀଜଗନ୍ନାଥ ଚେତନାରେ ରହିଛି ମାନବଜାତିର ଉତ୍ତରଣ ଓ ଅଧ୍ୟାତ୍ମ ଅନୁଶୀଳନର ମାର୍ଗ।
— Governor Odisha (@GovernorOdisha) July 12, 2021 " class="align-text-top noRightClick twitterSection" data="
ପ୍ରସିଦ୍ଧ ପବିତ୍ର ରଥଯାତ୍ରାରେ ମାନ୍ୟବର ରାଜ୍ୟପାଳ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।
ଏପରି କଠିନ ପରିସ୍ଥିତି ରେ ସମଗ୍ର ମାନବଜାତିର କଲ୍ୟାଣ ପାଇଁ ମହାବାହୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। pic.twitter.com/mz2UWdr2XL
">ଶ୍ରୀଜଗନ୍ନାଥ ଚେତନାରେ ରହିଛି ମାନବଜାତିର ଉତ୍ତରଣ ଓ ଅଧ୍ୟାତ୍ମ ଅନୁଶୀଳନର ମାର୍ଗ।
— Governor Odisha (@GovernorOdisha) July 12, 2021
ପ୍ରସିଦ୍ଧ ପବିତ୍ର ରଥଯାତ୍ରାରେ ମାନ୍ୟବର ରାଜ୍ୟପାଳ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।
ଏପରି କଠିନ ପରିସ୍ଥିତି ରେ ସମଗ୍ର ମାନବଜାତିର କଲ୍ୟାଣ ପାଇଁ ମହାବାହୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। pic.twitter.com/mz2UWdr2XLଶ୍ରୀଜଗନ୍ନାଥ ଚେତନାରେ ରହିଛି ମାନବଜାତିର ଉତ୍ତରଣ ଓ ଅଧ୍ୟାତ୍ମ ଅନୁଶୀଳନର ମାର୍ଗ।
— Governor Odisha (@GovernorOdisha) July 12, 2021
ପ୍ରସିଦ୍ଧ ପବିତ୍ର ରଥଯାତ୍ରାରେ ମାନ୍ୟବର ରାଜ୍ୟପାଳ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।
ଏପରି କଠିନ ପରିସ୍ଥିତି ରେ ସମଗ୍ର ମାନବଜାତିର କଲ୍ୟାଣ ପାଇଁ ମହାବାହୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। pic.twitter.com/mz2UWdr2XL
-
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। #ରଥଯାତ୍ରା୨୦୨୧ pic.twitter.com/lbFMULZz7k
— Naveen Patnaik (@Naveen_Odisha) July 12, 2021 " class="align-text-top noRightClick twitterSection" data="
">ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। #ରଥଯାତ୍ରା୨୦୨୧ pic.twitter.com/lbFMULZz7k
— Naveen Patnaik (@Naveen_Odisha) July 12, 2021ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। #ରଥଯାତ୍ରା୨୦୨୧ pic.twitter.com/lbFMULZz7k
— Naveen Patnaik (@Naveen_Odisha) July 12, 2021
ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା । ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସମଗ୍ର ବିଶ୍ବ ଅନାଇ ରହିଛି । ଚଳିତ ବର୍ଷ ବି କଟକଣା ଭିତରେ ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି । ମହାପ୍ରଭୁ ଆମ ହୃଦୟରେ ସଦାସର୍ବଦା ରହିଛନ୍ତି । ଏହି ପବିତ୍ର ଅବସରରେ ମାନବ ସମାଜର କଲ୍ୟାଣ ତଥା ଏକ ସମୃଦ୍ଧ ଭବିଷ୍ୟତ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅନ୍ୟ ପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା 2021 ଅବସରରେ ବିଶ୍ବର କୋଣ ଅନୁକୋଣରେ ଜଗନ୍ନାଥ ପ୍ରେମୀ ଭକ୍ତଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ମହାପ୍ରଭୁଙ୍କ ଚେତନା ଓ ଦର୍ଶନରେ ମାନବଜାତିର ଉତ୍ତରଣ ରହିଛି । ମହାମାରୀ ବିରୋଧରେ ମାନବଜାତିର ଲଢେଇରେ ବିଜୟ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।
-
ପବିତ୍ର ରଥଯାତ୍ରାର ଶୁଭ ଅବସରରେ ମହାପ୍ରଭୁଙ୍କୁ ମୋର କୋଟି କୋଟି ପ୍ରଣାମ ଏବଂ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଭକ୍ତଶୂନ୍ୟ ରଥଯାତ୍ରାରେ ମଧ୍ୟ ଅଗଣିତ ଭକ୍ତ ଟିଭି ଓ ଇଣ୍ଟରନେଟ୍ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମସନ୍ତୋଷ ପାଉଛନ୍ତି । ମହାପ୍ରଭୁଙ୍କ ଅପାର କରୁଣାରୁ ଜଗତର କଲ୍ୟାଣ ହେଉ ।
— Dharmendra Pradhan (@dpradhanbjp) July 12, 2021 " class="align-text-top noRightClick twitterSection" data="
ଜୟ ଜଗନ୍ନାଥ 🙏 pic.twitter.com/0U3HMtP4e5
">ପବିତ୍ର ରଥଯାତ୍ରାର ଶୁଭ ଅବସରରେ ମହାପ୍ରଭୁଙ୍କୁ ମୋର କୋଟି କୋଟି ପ୍ରଣାମ ଏବଂ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଭକ୍ତଶୂନ୍ୟ ରଥଯାତ୍ରାରେ ମଧ୍ୟ ଅଗଣିତ ଭକ୍ତ ଟିଭି ଓ ଇଣ୍ଟରନେଟ୍ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମସନ୍ତୋଷ ପାଉଛନ୍ତି । ମହାପ୍ରଭୁଙ୍କ ଅପାର କରୁଣାରୁ ଜଗତର କଲ୍ୟାଣ ହେଉ ।
— Dharmendra Pradhan (@dpradhanbjp) July 12, 2021
ଜୟ ଜଗନ୍ନାଥ 🙏 pic.twitter.com/0U3HMtP4e5ପବିତ୍ର ରଥଯାତ୍ରାର ଶୁଭ ଅବସରରେ ମହାପ୍ରଭୁଙ୍କୁ ମୋର କୋଟି କୋଟି ପ୍ରଣାମ ଏବଂ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଭକ୍ତଶୂନ୍ୟ ରଥଯାତ୍ରାରେ ମଧ୍ୟ ଅଗଣିତ ଭକ୍ତ ଟିଭି ଓ ଇଣ୍ଟରନେଟ୍ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମସନ୍ତୋଷ ପାଉଛନ୍ତି । ମହାପ୍ରଭୁଙ୍କ ଅପାର କରୁଣାରୁ ଜଗତର କଲ୍ୟାଣ ହେଉ ।
— Dharmendra Pradhan (@dpradhanbjp) July 12, 2021
ଜୟ ଜଗନ୍ନାଥ 🙏 pic.twitter.com/0U3HMtP4e5
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ ମନାସିଛନ୍ତି ଧର୍ମେନ୍ଦ୍ର ।
-
ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ । ମହାପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ ।
— Dharmendra Pradhan (@dpradhanbjp) July 12, 2021 " class="align-text-top noRightClick twitterSection" data="
ଜୟ ଜଗନ୍ନାଥ 🙏
पवित्र रथ यात्रा के पावन पुनीत अवसर पर समस्त देशवासियों को हार्दिक शुभकामनाएं।
महाप्रभु की यह यात्रा सभी के जीवन में सुख, शांति, स्वास्थ्य और खुशहाली लेकर आए।
जय जगन्नाथ 🙏#RathaJatra pic.twitter.com/XeGF65nPtC
">ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ । ମହାପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ ।
— Dharmendra Pradhan (@dpradhanbjp) July 12, 2021
ଜୟ ଜଗନ୍ନାଥ 🙏
पवित्र रथ यात्रा के पावन पुनीत अवसर पर समस्त देशवासियों को हार्दिक शुभकामनाएं।
महाप्रभु की यह यात्रा सभी के जीवन में सुख, शांति, स्वास्थ्य और खुशहाली लेकर आए।
जय जगन्नाथ 🙏#RathaJatra pic.twitter.com/XeGF65nPtCପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ । ମହାପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ ।
— Dharmendra Pradhan (@dpradhanbjp) July 12, 2021
ଜୟ ଜଗନ୍ନାଥ 🙏
पवित्र रथ यात्रा के पावन पुनीत अवसर पर समस्त देशवासियों को हार्दिक शुभकामनाएं।
महाप्रभु की यह यात्रा सभी के जीवन में सुख, शांति, स्वास्थ्य और खुशहाली लेकर आए।
जय जगन्नाथ 🙏#RathaJatra pic.twitter.com/XeGF65nPtC
ଅନ୍ୟପଟେ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସଦାସର୍ବଦା ଆମ ଉପରେ ବର୍ଷୁଥାଉ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ପ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି ପିସିସି ସଭାପତି ।
-
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସଦାସର୍ବଦା ଆମ ଉପରେ ବର୍ଷୁଥାଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ପ୍ରଗତି ପାଇଁ ପ୍ରାର୍ଥନା କରୁଅଛି।
— Niranjan Patnaik (@NPatnaikOdisha) July 12, 2021 " class="align-text-top noRightClick twitterSection" data="
🙏ଜୟ ଜଗନ୍ନାଥ🙏#RathYatra2021 pic.twitter.com/u1nHjF3ZOV
">ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସଦାସର୍ବଦା ଆମ ଉପରେ ବର୍ଷୁଥାଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ପ୍ରଗତି ପାଇଁ ପ୍ରାର୍ଥନା କରୁଅଛି।
— Niranjan Patnaik (@NPatnaikOdisha) July 12, 2021
🙏ଜୟ ଜଗନ୍ନାଥ🙏#RathYatra2021 pic.twitter.com/u1nHjF3ZOVପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସଦାସର୍ବଦା ଆମ ଉପରେ ବର୍ଷୁଥାଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ପ୍ରଗତି ପାଇଁ ପ୍ରାର୍ଥନା କରୁଅଛି।
— Niranjan Patnaik (@NPatnaikOdisha) July 12, 2021
🙏ଜୟ ଜଗନ୍ନାଥ🙏#RathYatra2021 pic.twitter.com/u1nHjF3ZOV
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ