ETV Bharat / city

ଉନ୍ମୋଚିତ ହେଲା ପୁସ୍ତକ ନବୀନ ପଟ୍ଟନାୟକ - ପଣ୍ଡିତ ଦୈତାରୀ ନାୟକ

ମୁଖ୍ୟମନ୍ତ୍ରୀଙ୍କ ଜୀବନୀକୁ ନେଇ ଆଉ ଏକ ପୁସ୍ତକ ଉନ୍ମୋଚିତ । ପୁସ୍ତକରେ ବହୁ ଅଜଣା କଥା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 22, 2019, 4:09 AM IST

ଭୁବନେଶ୍ବର: ପଣ୍ଡିତ ଦୈତାରୀ ନାୟକଙ୍କ ଦ୍ବାରା ରଚିତ ବହି "ନବୀନ ପଟ୍ଟନାୟକ" ଓଡିଶା ରାଜନୀତିର ନୀରବ ସାଧକକୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉନ୍ମୋଚିତ କରିଛନ୍ତି । ଏହି ଅବସରରେ ବାଚସ୍ପତିଙ୍କ ସମେତ ଲେଖକ ପ୍ରକାଶକ ସଂସ୍ଥାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁସ୍ତକରେ ନବୀନଙ୍କ ରାଜନୈତିକ ଜୀବନ ଠାରୁ ଆରମ୍ଭ କରି ଜନ୍ମ ଓ ଜନ୍ମ କୁଣ୍ଡଳୀ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଅବସରରେ ବାଚସ୍ପତି କହିଛନ୍ତି ନବୀନ ଜଣେ ରାଜନେତା ନୁହେଁ ଜଣେ ଷ୍ଟେଟସ ମ୍ୟାନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପଣ୍ଡିତ ଦୈତାରୀ ନାୟକ ଙ୍କ ରଚିତ ବହି "ନବୀନ ପଟ୍ଟନାୟକ" ଓଡିଶା ରାଜନୀତି ର ନୀରବ ସାଧକ
କୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉନ୍ମୋଚିତ କରିଛନ୍ତି ।Body:ଏହି ଅବସରରେ ବାଚସ୍ପତି ଙ୍କ ସମେତ ଲେଖକ ପ୍ରାକାଶକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ପୁସ୍ତକ ରେ ନବୀନ ଙ୍କ ରାଜନୈତିକ ଜୀବନ ଠାରୁ ଆରମ୍ଭ କରି ଜନ୍ମ ଓ ଜନ୍ମ କୁଣ୍ଡଳୀ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।Conclusion:ଆଜି ବିଚସ୍ପତିଙ୍କ ଚାମ୍ବର ରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି ।
ଏହି ଅବସରରେ ବାଚସ୍ପତି କହିଛନ୍ତି ଯେ ନବୀନ ଜଣେ ରାଜନେତା ନୁହେଁ ଜଣେ ଷ୍ଟେଟସ୍ ମ୍ୟାନ୍
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.